Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#YouTube @କ୍ଷୁଦ୍ରଗଳ୍ପ ପ୍ରତିଯୋଗିତା

SEE WINNERS

Share with friends

ଡିଜିଟାଲ୍ ଯୁଗରେ ୟୁଟ୍ୟୁବ ସର୍ବାଧିକ ବ୍ୟବହୃତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ । ଅଡ଼ିଓ, ଭିଡ଼ିଓର ଏକ ବିଶାଳ ଗନ୍ତାଘର । ସବୁକ୍ଷେତ୍ରର ଆପଣଙ୍କ ପସନ୍ଦର ଭିଡ଼ିଓ ନିମିଷକ ମାତ୍ର ମିଳିଯାଏ ଏଥିରେ। ତେବେ ସାହିତ୍ୟ ଜଗତ ପାଇଁ ୟୁଟ୍ୟୁବ ମଧ୍ୟ ଏକ ଅଗ୍ରଗଣ୍ୟ ମଞ୍ଚ ମଧ୍ୟରୁ ଶୀର୍ଷରେ । ଏହା ମାଧ୍ୟମରେ ନିଜ ସୃଷ୍ଟିକୁ ଶବ୍ଦ, ସ୍ୱର ଓ ରୂପ ଦେଇ ଏହା ମାଧ୍ୟରେ ଆଦୃତ କରିବା ଅତ୍ୟନ୍ତ ଓ ସହଜ ଓ ସରଳ । ଏହା ମାଧ୍ୟରେ ଆପଣଙ୍କ ଲେଖା ଭିତରେ ଥିବା ଅଦୃଶ୍ୟ ଚରିତ୍ର ଜୀବନ୍ତ ହୋଇ ଉଠେ । ତେବେ ଏହାକୁ ନଜରରେ ରଖି ଷ୍ଟୋରିମିରର୍ ମଞ୍ଚପକ୍ଷରୁ ଏହାକୁ ପ୍ରତିଯୋଗିତା ମାଧ୍ୟମରେ ଆୟୋଜିତ କରାଯାଉଛି । ନିୟମ ଅନୁଯାୟୀ, ସର୍ବପ୍ରଥମେ ଆପଣ ନିଜ ଇଚ୍ଛା ଅନୁଯାୟୀ ଏହି ପ୍ରତିଯୋଗିତାରେ ଯେ କୌଣସି ସଂଖ୍ୟକ କ୍ଷୁଦ୍ରଗଳ୍ପ ପଠାଇ ପାରିବେ। କେବଳ ମନେରଖିବାକୁ ହେବ ଯେ ଆପଣ ପଠାଉଥିବା କ୍ଷୁଦ୍ରଗଳ୍ପ ପୂର୍ବରୁ ଷ୍ଟୋରିମିରରରେ ପ୍ରକାଶିତ ହୋଇନାହିଁ। ଆପଣଙ୍କ ଏକ ନୂତନ ସୃଷ୍ଟିକୁ ଏହି ପ୍ରତିଯୋଗିତା ମାଧ୍ୟମରେ ଆମେ ଦେବୁ ଏକ ନୂତନ ପରିଚୟ । ତେବେ ଆପଣ ସମସ୍ତଙ୍କୁ ଏହି YouTube କ୍ଷୁଦ୍ରଗଳ୍ପ ପ୍ରତିଯୋଗିତା ଭାଗ ନେବା ପାଇଁ ସାଦର ନିମନ୍ତ୍ରଣ କରାଯାଉଛି।


ନିୟମ-

  • କ୍ଷୁଦ୍ରଗଳ୍ପର ଶବ୍ଦ ସୀମା ୧୫୦ରୁ ୫୦୦ ମଧ୍ୟରେ।
  • ଆପଣ ଯେକୌଣସି ପ୍ରସଙ୍ଗରେ ଲେଖି ଆପଣଙ୍କ ଗଳ୍ପ ପଠାଇ ପାରିବେ। ବିଶେଷ ଧ୍ୟାନ ଦେବା ଉଚିତ୍ ଯେ ଆପଣଙ୍କର ଗଳ୍ପରେ କୌଣସି ପ୍ରକାରର ରାଜନୈତିକ କିମ୍ବା କୌଣସି ଧାର୍ମିକ ସମ୍ପ୍ରଦାୟର ଭାବନାକୁ ଆଘାତ ନକରିବା ଉଚିତ୍ । 


  1. ଜୁଲାଇରେ, ଲେଖାର ଗୁଣଶୀଳତା ଉପରେ ଆଧାର କରି ବିଜେତାମାନଙ୍କୁ ଚୟନ କରାଯିବ।
  2. ମୋଟ ଶବ୍ଦ ଓ ସ୍ୱତନ୍ତ୍ର ବିଷୟବସ୍ତୁକୁ ନେଇ ଲେଖିଥିବା ୩ ଲେଖା ଓ ଏହାର ବିଜେତା ଓ ସେମାନଙ୍କ ଲେଖାକୁ ୟୁଟ୍ୟୁବରେ ପ୍ରକାଶିତ କରାଯିବ। ଏକ ଡିଜିଟାଲ୍ ବିଜେତା ସାର୍ଟିଫିକେଟ୍ ପ୍ରଦାନ କରାଯିବ।
  3. ଏତଦ୍ ବ୍ୟତୀତ ସମ୍ପାଦକୀୟ ଓ ପାଠକ ପସନ୍ଦର ୩ ବିଜେତାଙ୍କୁ ଷ୍ଟୋରିମିରର ତରଫରୁ ଏକ ଡିଜିଟାଲ୍ ବିଜେତା ସାର୍ଟିଫିକେଟ୍ ଏବଂ ଷ୍ଟୋରିମିରର୍ ସପ୍ ଭାଉଚର୍ ₹୧୦୦/ ପ୍ରଦାନ କରାଯିବ।
  4. ସମସ୍ତ ପ୍ରତିଯୋଗୀଙ୍କୁ ଡିଜିଟାଲ୍ ଅଂଶଗ୍ରହଣ ପ୍ରମାଣପତ୍ର ମଧ୍ୟ ଦିଆଯିବ।
  5. ଦୟାକରି ଧ୍ୟାନ ଦିଅନ୍ତୁ । କେବଳ ଉପରୋକ୍ତ ଅଂଶଗ୍ରହଣ ବଟନ୍ ରେ କ୍ଲିକ୍ କରି ଏହି ପ୍ରତିଯୋଗିତା ମଧ୍ୟରେ ନିଜର ଲେଖା ପଠାଇବାକୁ ପଡ଼ିବ । ନଚେତ୍ ପ୍ରତିଭାଗୀ ପ୍ରତିଯୋଗିତାରୁ ବାଦ୍ ପଡ଼ିବେ।


ଅବଧି- ଅପ୍ରେଲ ୨୩ , ୨୦୨୩ ରୁ ମେ ୩୧ , ୨୦୨୩

ଫଳାଫଳ- ଅଗଷ୍ଟ

ବିଭାଗ: ଗଳ୍ପ

ଭାଷା: ଓଡ଼ିଆ

ଯୋଗାଯୋଗ:

8637256608

+91 91106 62845

pallabini@storymirror.com

ବି.ଦ୍ର: ପ୍ରତିଯୋଗିତା ସମ୍ପର୍କରେ ଯେକୌଣସି ପରାମର୍ଶ କିମ୍ବା ଅସୁବିଧା ପାଇଁ ଆମକୁ ଉପରୋକ୍ତ ଯୋଗାଯୋଗ ଠିକଣାରେ ଯୋଗାଯୋଗ କରନ୍ତୁ ।