Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ଆକାଂକ୍ଷା – ମଇ ସଂଖ୍ୟା ୨୦୧୯

SEE WINNERS

Share with friends

ଆକାଂକ୍ଷା –  ମଇ ସଂଖ୍ୟା ୨୦୧୯  

 
 
Duration:  April 5 – April  25,  2019 
 

 
Introduction
 
ମହାଶୟ / ମହାଶୟା, 
ଷ୍ଟୋରିମିରର୍ ଓଡ଼ିଆ ତରଫରୁ ସାରସ୍ଵତ ଅଭିନନ୍ଦନ ଆଉ ଶୁଭେଚ୍ଛା  । ଆମେ ଅତ୍ୟନ୍ତ ଉଲ୍ଲାସର ସହ ଆପଣଙ୍କ ଜ୍ଞାତାର୍ଥେ ଜଣାଉଅଛୁ ଯେ, ସାହିତ୍ୟର ନବ ଦିଗନ୍ତର ସନ୍ଧାନରେ ଷ୍ଟୋରିମିରର୍ଆରମ୍ଭ କରିଛି ଏକ ନୂତନ ସାରସ୍ଵତ ଯାତ୍ରା । ଯାହା ପ୍ରତି ମାସ ଦଶ ତାରିଖ ପ୍ରକାଶିତ ହୋଇ ଆସୁଛି ।  
“ଆକାଂକ୍ଷା –  ମଇ  ସଂଖ୍ୟା ୨୦୧୯ ”
ଆସନ୍ତା ମଇ  ମାସରେ ଷ୍ଟୋରିମିରର୍ ଓଡ଼ିଆ ତରଫରୁ ଏକ ମାସିକ ଇ – ପତ୍ରିକା ପ୍ରକାଶିତ ହେବାକୁ ଯାଉଛି । 
ତେଣୁ ନିମ୍ନରେ ପ୍ରଦତ୍ତ ସୂଚନାକୁ ଭିତ୍ତିକରି ନିଜର ସୁ ନିର୍ବାଚିତ ଲେଖା ପ୍ରଦାନ କରନ୍ତୁ ।

 
Rules
 
ଲେଖା ଅନ୍ୟ କୌଣସି ପତ୍ରିକାରେ ପ୍ରକାଶିତ ହୋଇନଥିବ ।
ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।
ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।

 
Content type  
 
ଗଳ୍ପ 
କବିତା 
ସମାଲୋଚନା ବା ପ୍ରବନ୍ଧ 
ଆମ ରୋଷେଇ
 
ସୁନିର୍ବାଚିତ ଲେଖା ( ଉଭୟ ଗଳ୍ପ ଓ କବିତା, ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ  )ଆଦି ବିଭାଗକୁ ନେଇ ଏକ ଇ- ପତ୍ରିକା ପ୍ରକାଶିତ ହେବ ।

 
Eligibility
 
ସମସ୍ତଙ୍କ ପାଇଁ ପ୍ରଯୋଜ୍ୟ
 
ବି.ଦ୍ର – ଏହି ଲିଙ୍କରେ କେବଳ କବିତା ଓ ଗଳ୍ପ ହିଁ ଗ୍ରହଣଯୋଗ୍ୟ ଆପଣ ସମାଲୋଚନା ବା ପ୍ରବନ୍ଧ ଏବଂ ଆମ ରୋଷେଇ ବିଭାଗ ପାଇଁ (https://blog.storymirror.com/)  ଲିଙ୍କ ମାଧ୍ୟମରେନିଜ ଲେଖା ପ୍ରଦାନ କରନ୍ତୁ । ଏତତ୍ ସହିତ ଆପଣଙ୍କ ନାମ ଓ ଠିକଣା ଲେଖାର ନିମ୍ନରେ ପ୍ରଦାନ କରିବା ସହ ଷ୍ଟୋରିମିରର ପ୍ରୋଫାଇଲ୍ ରେ ନିଜର ଫଟୋ ଉପଲବ୍ଧ କରାନ୍ତୁ ।  

 
Contact
 
Pallabini Acharjya
Mo -8637256605