Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#୫୨ ସପ୍ତାହ ଲିଖନ ପ୍ରତିଯୋଗିତା (ସଂସ୍କରଣ – ୨)

SEE WINNERS

Share with friends

୫୨ ସପ୍ତାହ ଲିଖନ ପ୍ରତିଯୋଗିତା (ସଂସ୍କରଣ – ୨)


 

ଉପସ୍ଥାପନା

କିଛି ପାଇବା ପାଇଁ ନିରନ୍ତର ଅଧ୍ୟବସାୟ,କେନ୍ଦ୍ରୀଭୂତ , ଚେଷ୍ଟା ଓ ଜିଦ୍ ସୃଜନ କ୍ଷେତ୍ରରେ ଅନେକ ବିଶେଷଜ୍ଞତା ଓ ଅତି ପ୍ରଭାବଶାଳୀ ଉନ୍ନତି ଆଣିଥାଏ ।ଷ୍ଟୋରିମିରର୍ ଏହାର ୫୨ ସପ୍ତାହ ପ୍ରତିଯୋଗିତା ୨୦୧୯ (ସଂସ୍କରଣ-୨) ଆପଣମାନଙ୍କୁ ନିମନ୍ତ୍ରିତ କରୁଅଛି । ଏହି ପ୍ରତିଯୋଗିତା ଆପଣମାନଙ୍କର ଲିଖନ ଦକ୍ଷତାକୁ ପରବର୍ତ୍ତୀ ସ୍ତରକୁ ନେବା ସହିତ ଆପଣମାନଙ୍କର ସୃଜନସୃଜନ ସହିଷ୍ଣୁତାକୁ ଦୃଢ କରିବାରେ ସହାୟକ ହେବ ।

ଇଂରାଜୀ ଭାଷାରେ କରାଯାଇଥିବା ୫୨ ସପ୍ତାହ ଲିଖନ ଆହ୍ଵାନ ୨୦୧୮ର ବିପୁଳ ସଫଳତା ପରେ ଆମେ ହିନ୍ଦୀ ,ମରାଠୀ ,ଗୁଜୁରାଟୀ ,ଓଡ଼ିଆ ,ବଙ୍ଗାଳୀ ଓ ଇଂରାଜୀ ଭଳି ଛଅଟି ଭାଷାରେ ଏହି ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛୁ । ସବୁଠାରୁ ବଡ ଲିଖନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଇଯା’ନ୍ତୁ ।


 

ନିୟମ

୧ . ପ୍ରତିଯୋଗିମାନେ୫୨ ସପ୍ତାହ ପାଇଁ ପ୍ରତି ସପ୍ତାହକୁ ଗୋଟିଏ ଲେଖାଏ ଗଳ୍ପ ଓ କବିତା ବିଭାଗରେ ଦାଖଲ କରିବେ । ଏହି ଭଳି ୫୨ଟି ଗଳ୍ପ କିମ୍ବା ୫୨ଟି କବିତା ଲଗାତାର ଦାଖଲ କରିବେ ।

୨ . ଉଦାହାର ସ୍ୱରୂପ ଯଦି ଆପଣ ଜାନୁୟାରୀ ୨୦୧୯ର ତୃତୀୟ ସପ୍ତାହରେ ଆପଣଙ୍କର ଲେଖା ଦେବା ଆରମ୍ଭ କରିବେ ତେବେ ଜାନୁୟାରୀ ୨୦ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲେଖା ଦାଖଲ କରିବେ ।

୩ . ପ୍ରତିଯୋଗିମାନେ ନିଭିନ୍ନ ବିଭାଗର (ଗଳ୍ପ/କବିତା) ପାଇଁ ରେଜିଷ୍ଟର କରିପାରିବେ । କିନ୍ତୁ ୫୨ଟି ଲେଖା ସମାନ ବିଭାଗର ଲେଖା(ଗଳ୍ପ/କବିତା) ହେବ ଆବଶ୍ୟକ ।

୪ . ଲେଖକ ଥରେ ଲେଖା ଦେବା ଆରମ୍ଭ କାଲେ କୌଣସି ବିରତି ନେବା ଉଚିତ ନୁହେଁ । ଯଦି ବିରତି ନିଅନ୍ତି ତେବେ ସେମାନଙ୍କୁ ପ୍ରତିଯୋଗିତାରୁ ବାଦ ଦିଆଯିବ ।

୫. ଏହି ଆହ୍ଵାନକୁ ଛୋଟ write -a-thon ରେ ବିଭକ୍ତ କରାଯାଇଛି ।

- ୧୩ ସପ୍ତାହ write -a-thon

-୨୬ ସପ୍ତାହ write-a-thon

-୨୯ ସପ୍ତାହ write-a-thon

ଗୋଟିଏ ସ୍ତର ସଂପୂର୍ଣ୍ଣ କଲେ ସେହି ସ୍ତରର ଲାଭ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।

୬ . ଲେଖା କେତେଜଣ ପଢିଛନ୍ତି ,ଲେଖାକୁ କେତେଜଣ ପସନ୍ଦ କରିଛନ୍ତି ଏବଂ ସମ୍ପାଦକ ମଣ୍ଡଳୀଙ୍କ ଦ୍ଵାରା ପ୍ରଦତ୍ତ ନମ୍ବର ଆଧାରରେ ବିଜେତା ଘୋଷଣା କରାଯିବ । ସମସ୍ତ ୫୨ ଲେଖା ପାଇଁ ଚକ୍ରବୃଦ୍ଧି ପରିମାଣ ହିସାବ କରାଯିବ ।

୭ . ସମସ୍ତ ଲେଖା ଏହି ଲିଙ୍କ (https://contest.storymirror.com)ରେ ଦାଖଲ ହେବା ଆବଶ୍ୟକ ନଚେତ ସମସ୍ତ ଦାଖଲ ହୋଇଥିବା ଲେଖାକୁ ଚୟନ କରାଯିବ ନାହିଁ ।

 


 

ପୁରସ୍କାର

୧ . ୫୨ ସପ୍ତାହ ଆହ୍ଵାନ ସଂପୂର୍ଣ୍ଣ କଲା ପରେ ପ୍ରତ୍ୟକ ବିଭାଗର ପ୍ରଥମ ୧୦ଟି ଲେଖାକୁ ଷ୍ଟୋରିମିରର୍ ତରଫରୁ ମାନପତ୍ର ଦିଆଯିବ ।

୨ . ପ୍ରତ୍ୟକ ଭାଷାର ଦୁଇଜଣ ବିଜେତାଙ୍କ ଗଳ୍ପ ଓ କବିତା ଷ୍ଟୋରିମିରର୍ ତରଫରୁ ପାରମ୍ପରିକ ଭାବେ ପୁସ୍ତକ ପ୍ରକାଶ କରାଯିବ ।

୩ . ଯେଉଁ ପ୍ରତିଯୋଗୀମାନେ ଏହି ପ୍ରତିଯୋଗୀତା ପାଇଁ ରେଜିଷ୍ଟର କାଲେ ସେମାନେ ନିମ୍ନ ଲିଖିତ ଲାଭ ପାଇପାରିବେ ।

- ନିରନ୍ତର ଲିଖନ ଶୈଳୀ ଓ ସେହି ଭଳି ଅନ୍ୟାନ୍ୟ ନିବେଶ

- ୱେବିନର୍ସେସନ ଯେଉଁ ଠାରେ ସବୁଠାରୁ ଭଲ ଗଳ୍ପ ଓ କବିତା ଗୁଡିକୁ ଆଲୋଚନା କରାଯାଏ

- ୧୩ ସପ୍ତାହ ସଂପୂର୍ଣ୍ଣ ହେଲାପରେ :- ଡିଜିଟାଲ ମାନପତ୍ର ( ଯାତ୍ରାର ଏକ ଚତୁର୍ଥାଂଶ)

- ୨୬ ସପ୍ତାହ ସଂପୂର୍ଣ୍ଣ ହେଲାପରେ ଯାହାକି ଯାତ୍ରାର ଅର୍ଦ୍ଧେକ ( ଆପଣ ମାଗଣା ସ୍ଵର୍ଣ୍ଣ ସଭ୍ୟ ପଦ ପାଇ ପାରିବେ +ମାନପତ୍ର )

- ୩୯ ସପ୍ତାହ ସଂପୂର୍ଣ୍ଣ ହେଲା ପରେ ଯାହାକି ଯାତ୍ରାର ( ତିନି ଚତୁର୍ଥାଂଶ : ଷ୍ଟୋରିମିରର୍ ଆପଣଙ୍କ ଇ – ପୁସ୍ତକ ପ୍ରକାଶ କରିବ + ମାନପତ୍ର )

 


 

Eligibility

 

Contest Period – January 1, 2019 to April 15, 2020
Submission Period – January 1, 2019 to April 15, 2020
Registration upto – April 15, 2019
Results – June 2020

 


 

Languages: Oriya
Content type: Story, Poem
Contact person: For any queries, please contact: marketing@storymirror.com; pallabini@storymirror.com


Trending content