Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ବାଘ କାହାଣୀ

PARTICIPATE

Share with friends

ବାଘ ନା ଆସିଲେ ସବୁବେଳେ ଭୟ, ବିପଦ, ଡର ଭାବନା ମନକୁ ଆସିଥାଏ। ଆଉ ଏହା ମଧ୍ୟ ମନକୁ ଆସିଥାଏ ବାଘମାମୁଁ କଥା । ତେବେ ବାଘ କାହିଁକି ମାମୁଁ ସେ ନେଇ କୌଣସି ଅଧିକ ସୂଚନା ନାହିଁ। ଶିକାରୀ ଶ୍ରେଷ୍ଠ, ବିପୁଳ ବଳର ଅଧିକାରୀ ବାଘ । ମହାବଳ, ଚିତା ଆଦି ବାଘ ଜଙ୍ଗଲରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥାନ୍ତି। ଦିନ ଥିଲା ଆମ ଆଖପାଖ ଆଦି ଅଞ୍ଚଳରେ ବାଘଙ୍କ ଚରାଭୂଇଁ ଥିଲା । ମାତ୍ର ଏବେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ଜଙ୍ଗଲର ରାଜା ବାଘକୁ ନେଇ ଆମର ଏହି ଉପସ୍ଥାପନା #ବାଘ କାହାଣୀ । ରକ୍ତମୁଖା ବାଘ, ନରଖାଦକ, ବାଘ ସହ ମୁହାଁମୁହିଁ, ବାଘ ଶିକାର, ଆଦି ଅନେକ ବାଘ ଗପ ଆମେ ମାନେ ସମସ୍ତେ ପୁରୁଖା ଲୋକଙ୍କ ଠାରୁ ଅଳ୍ପ ବହୁତେ ଶୁଣିଛନ୍ତି । ତେବେ ବାଘ ସହ ଜଡ଼ିତ ଏହି ଭଳି ଅନେକ ଲୋକକଥା, ଗଳ୍ପ, କାହାଣୀକୁ ପାଠକାଦୃତା କରିବା ପାଇଁ ଆମର ଏହି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ସାମିଲ ହୋଇ ବାଘ ସହ ଆପଣ ନିଜର ଅନୁଭୂତିମୂଳକ, ଶୁଣାକଥା, କାଳ୍ପନିକ କାହାଣୀ ସୃଷ୍ଟି କରନ୍ତୁ।

ନିୟମ


ଆପଣ ବାଘ ଉପରେ ସ୍ୱଇଚ୍ଛା ମୁତାବକ ଥିମକୁ ନେଇ ନିଜର ଲେଖା ଦାଖଲ କରିପାରିବେ ।

ଲେଖା ପ୍ରଦାନର ସଂଖ୍ୟା ଉପରେ ପ୍ରତିବନ୍ଧକ ନାହିଁ ।

ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ ।

କାହାଣୀ / କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।

ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।

ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।

ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।


ପୁରସ୍କାର -


୩୦ଟି ଲେଖାକୁ ସମ୍ପାଦକୀୟ ମୂଲ୍ୟାଙ୍କନ ଓ ପାଠକୀୟ ପସନ୍ଦ, ଟିପ୍ପଣୀ, ରେଟିଙ୍ଗ, ବନାନ ଶୁଦ୍ଧତା ଆଦିକୁ ମୁଖ୍ୟ ଆଧାର ଭାବରେ ଗ୍ରହଣ କରାଯାଇ ବିଜେତା ଘୋଷଣା କରାଯିବ

ସମସ୍ତ ବିଜେତାଙ୍କ ଲେଖାକୁ ନେଇ ଏକ ବାଘ କାହାଣୀ ଇ-ବୁକ ପ୍ରକାଶିତ କରାଯିବ ।

ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯିବ ।


ବିଭାଗ: କାହାଣୀ

ଭାଷା: ଓଡ଼ିଆ

ଅବଧି: ଅପ୍ରେଲ ୧୮ ରୁ, ମେ ୩୧, ୨୦୨୪

ଫଳାଫଳ-ଜୁଲାଇ ୨୦୨୪

ଯୋଗାଯୋଗ:

8637256608

+91 91106 62845

pallabini@storymirror.com