ଅସ୍ଥିର ଭାବନା
ଅସ୍ଥିର ଭାବନା
1 min
45
ମୁଁ ଚିନ୍ତିତ, ବ୍ୟସ୍ତ, ବିବ୍ରତ,
ଅନେକ ଗୁଡ଼ିଏ ସମସ୍ୟାକୁ ନେଇ,
ଆର୍ଥିକ ଅନାଟନ ଭିତରେ,
କେମିତି କରିବି ସମାଧାନ,
କରି ପାରୁନାହିଁ ସ୍ଥିର,
ଅନେକ ଗୁଡ଼ିଏ ବିଷୟରେ,
ଭାବି ଭାବି,
ସତରେ ମୋ ଭାବନା ଅସ୍ଥିର,
ଭାବନା ଅସ୍ଥିର।