ଦୁର୍ଗା ମା
ଦୁର୍ଗା ମା
ଆଗମନ କର ଦୁର୍ଗତି ନାଶିନୀ
ଆସିଛି ତୁମର ପ୍ରିୟ ଦଶହରା।
ରାସ୍ତାଘାଟ ସାଜସଜ୍ଜା ହୋଇ
ନବରାତ୍ରୀ ଆସିଗଲାଣି ପରା।
ବିପଦ ମୁଖରୁ ଉଦ୍ଧାର କରିବା ପାଇଁ
ସୃଷ୍ଟି ଆଗମନ କରିଛ ପରା।
ପାପର ବିନାଶ କରିବାପାଇଁ
ସୃଷ୍ଟିର କଲ୍ୟାଣ ନିମନ୍ତେ ।
ଆଗମନ କର ଦୁର୍ଗତି ନାଶିନୀ
ଆସିଛି ତୁମର ପ୍ରିୟ ଦଶହରା।
ରାସ୍ତାଘାଟ ସାଜସଜ୍ଜା ହୋଇ
ନବରାତ୍ରୀ ଆସିଗଲାଣି ପରା।
ବିପଦ ମୁଖରୁ ଉଦ୍ଧାର କରିବା ପାଇଁ
ସୃଷ୍ଟି ଆଗମନ କରିଛ ପରା।
ପାପର ବିନାଶ କରିବାପାଇଁ
ସୃଷ୍ଟିର କଲ୍ୟାଣ ନିମନ୍ତେ ।