Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Others

3  

BANITA SAHU

Others

ଏହିତ ଜୀବନ

ଏହିତ ଜୀବନ

1 min
366


ମୁଦିକୁ ପିନ୍ଧାଇ କରିଲି ନିଜର

ଜୀବନରେ କେବେ ନଦେବି ଜହର 

ଛୋଟ ଭାବିବନି ଘରଟି ମୋହର 

ଗଢିବା ଦୁହେଁ ସୁଖର ସଂସାର 

ମନମନ୍ଦିରେ ସିନ୍ଦୁକର ଚାବିଦେଇ 

ତୁମରି ପ୍ରେମକୁ ରଖିବି ସାହିତି

ଗେଲିଝିଅକୁ ମୋ ହାତରେ ଧରି

ଚାଲଯିବା ପ୍ରିୟ ଭ୍ରମଣ କରି


Rate this content
Log in