Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Classics

3  

Gouri Panda

Classics

ଜଗତଜନନୀ

ଜଗତଜନନୀ

1 min
260



ମାଆ ମମତାମୟୀ 

ଜଗତଜନନୀ। 

ତୁମେ ମାଆ ଅଷ୍ଟଭୁଜା 

ଶିବଙ୍କ ଘରଣୀ। ୧

ଦୁଷ୍ଟ ନିବାରିଣୀ ମାଆ

ମହିଷାମର୍ଦ୍ଦିନୀ। 

ଗିରିଜା ନନ୍ଦିନୀ ମାଆ

ଶିବାଙ୍ଗୀ, ଶିବାନୀ। ୨

ଶିବ ଅର୍ଦ୍ଧାଙ୍ଗିନୀ ମାଆ

ଗଣେଶ ଜନନୀ। 

ପ୍ରଳୟକାରିଣୀ ମାଆ

ଶକ୍ତି ପ୍ରଦାୟିନୀ। ୩

ମାଆ ତୁମେ ଷଡଭୁଜା 

ସିନ୍ଦୁର ମଣ୍ଡିନୀ। 

ଖଣ୍ଡା, ଖର୍ପର ଧାରିଣୀ 

ମା'ସିଂହବାହିନୀ। ୪

ନର ମୁଣ୍ଡ ମାଳିନୀ ଗୋ

ଶତ୍ରୁ ବିନାସିନୀ। 

ଶତ୍ରୁ ଶିର ଛେଦିନୀ ଗୋ

ମନ୍ଦର ବାସିନୀ। ୫

ମାତୃ ରୂପିଣୀ ମାଆ ଗୋ

ଜଗତଜନନୀ। 

ଜଗତପାଳିନୀ ମାଆ

ଜଗନ୍ନ ମୋହିନୀ। ୬

ଶିବପ୍ରିୟା, ହରପ୍ରିୟା 

ମାଆ ଗୋ ଭବାନୀ। 

ତୁହି ମାଆ ବାଗଦେବୀ 

ତୁହି ଯାଜ୍ଞସେନୀ। ୭

ଯୁଗେ, ଯୁଗେ ତୁହି ମାଆ

ଉଦ୍ଧାରକାରିଣୀ। 

ଜଗତ ମୋହିନୀ ମାଆ

ପ୍ନେହ ପ୍ରଦାୟିନୀ। ୮

ତୁମ ପାଦେ ଜୁହାର ଗୋ

ନହୁଁ ଆମେ ଜ୍ଞାନୀ। 

ସଦା ତୁମ କୃପା ରହୁ

ଏତିକି ମାଗୁଣି। ୯



Rate this content
Log in

Similar oriya poem from Classics