Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Nayak

Romance Fantasy

4.7  

Snigdha Nayak

Romance Fantasy

କିଏ ତୁମେ

କିଏ ତୁମେ

1 min
244


ଦର୍ଶନ ମାତ୍ରେ ହୁଏ ମନ ପ୍ରଫୁଲ୍ଲିତ

ସ୍ମରଣ ମାତ୍ରେ ଉଲ୍ହାସିତ

କିଏ ତୁମେ ?

ରଙ୍ଗତୁଳୀ ନେଇ ଆଙ୍କେ ତୁମ ଛବି

ରୂପ ଲାବଣ୍ୟଭରା ଯୌବନର ମୁଁ କବି

କବିତ୍ଵ କେବଳ ମୋହର ତୁମ ପାଇଁ

ନାୟନୁ ଅସ୍ତ୍ର।ଘାତ କର ସୁକେଶୀ

କୁହନା କିଏ ତୁମେ ?


ଦେଖି ତୁମକୁ ଚେତା ହରାନ୍ତି ତେଜସ୍ଵୀ

କୁହନା ସ୍ୱର୍ଗର ଅପ୍ସରୀ ନାଷୋଡ଼ଶୀ

କୁହନା କିଏ ତୁମେ ?

 

ରୂପ ଲାବନ୍ୱେ ଭରା ତରଙ୍ଗାଇତ ଯୌବନ

ଦର୍ଶନ ମାତ୍ରେପୁଲକିତ ହୁଏ ନୟନ

ପୂର୍ଣ ଚନ୍ଦ୍ରମା ତୁଲ୍ୟ ମୁଖେ ଦୀର୍ଘ।ୟିତ

ସମ୍ପୂର୍ଣ କଳାମେଘ ତୁଲ୍ୟ କେଶ ଗୁଚ୍ଛ

ମଣି ଧାରିଣୀ ରାଜକୀୟ ନଗୁଣି ର ବେଶ

ବାରମ୍ବାର ମୋ ହୃଦୟ  କି ପାଇଁ ଦଂଶ

ନୁହଁ ସ୍ବପ୍ନ , ଏ ତ ମୋ ବିଶ୍ୱାସ

ସତ !ନା' ନିବୁଜ ପଲକର ସ୍ବପ୍ନ ଦୋଷ

କୁହନା କିଏ ତୁମେ ?


ହେ ଗୀତିର ମଞ୍ଜରୀ

ପ୍ରୀତିର ବଲ୍ଲରୀ

କେଉଁ ରାଇଜ ର ଅଟ ଗୋ ରାଜକୀୟ ଦୁଲାରୀ

ନେଇ ରୂପ ଯୌବନ ର ଅଜବ ଏ ସଂଗମ

ହୃଦୟ ଚୋରି ବିଦ୍ୟାରେ ତୁମେ ପାରଙ୍ଗମ

ହେ ରୂପେଶୀ କୁହନା କିଏ ତୁମେ?

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ ।।



Rate this content
Log in

Similar oriya poem from Romance