Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debasis Ray

Others

3  

Debasis Ray

Others

କଙ୍କାଳର ପରିବେଶ

କଙ୍କାଳର ପରିବେଶ

1 min
333


ଜହ୍ନ ଡୁବି ଡୁବି ଯାଏ ସୂର୍ଯ୍ୟ ହସି ହସି ଦିଗ୍ବଳୟରୁ ଉଠିଆସେ

ସିନ୍ଦୂରା ଫାଟିଲା

କଙ୍କାଳ ଉଠିଲା

କହିଲା କଙ୍କାଳ ଏ କି ପରିବର୍ତ୍ତନ

ନାହିଁ ଏବେ କଠିନ ଦେହ କୁ ଛୁଁଇଁ ଯାଉଥିବା ସୁଲୁଶୂଲିଆ ପବନ

ନାହିଁ ଆଉ ସେହି ଗୋଧୂଳି ବାସନା ବାରିଉଠିଥିବା ଜୀବନ

ପଚାରେ ନିଜକୁ ଏହା କଣ ମନ ର କାମନା

ନା ଅଜ୍ଞାନତା ରେ ମନୁଷ୍ୟ ର ଯାତନା!

ପାର୍ଥୀବ ଶରୀର ନାହିଁ ମୋର କିନ୍ତୁ ବୁଲୁଛନ୍ତି ଜୀବନ୍ତ କଙ୍କାଳ

ନିଶ୍ୱାସ ପ୍ରଶ୍ୱାସ ପ୍ରଖର, ସମୟ ର ତାଡନା ରେ ଏ ସେହି କାଳ

ମୋର ଏହି ତିକ୍ତ ଅନୁଭୂତି ର କାରଣ?

ଆମେ କଣ କରୁଥିଲୁ ଉନ୍ନତିର ବାରଣ?

ବିବର୍ତ୍ତନ ଯଦି ହୁଏ ଯୁକ୍ତାତ୍ମକ ଅବଶ୍ୟ

ବିଜ୍ଞାନ ଉଦ୍ଭାବନ କରୁ ସନ୍ତୁଳନ ର ରହସ୍ୟ

ମନୁଷ୍ୟ ହୁଅ ଜାଗ୍ରତ ନଚେତ

ପ୍ରକୃତି ହରାଇବ ସମଗ୍ର ଏଇଶ୍ୱର୍ଯ୍ୟ

ଧୀରେ ଧୀରେ ଜାଣୁ ଜାଣୁ କିମ୍ପାଇ ଆଶ୍ଚର୍ଯ୍ୟ


Rate this content
Log in