Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

3  

Satyabati Swain

Inspirational

କ୍ଷଣ ଭଙ୍ଗୁର

କ୍ଷଣ ଭଙ୍ଗୁର

1 min
240


ସକାଳ

ମଧ୍ୟାହ୍ନ

ସଞ୍ଜ ଓ ରାତି

ଶୈଶବ

କୈଶୋର

ଯୌବନ

ବୃଦ୍ଧ ଗତି।


ସକାଳର ଖରା

କଅଁଳ ପରା

ଅତିହିଁ ପ୍ରଖର ମଧ୍ୟାହ୍ନ ଖରା

ସଂଜର ଧୂପ ପବିତ୍ର ଅତି

ରାତି ବାର୍ଦ୍ଧକ୍ୟ ଦିଅଇ ଭିତ୍ତି।


ଦିନର ଅବସ୍ଥା ସମ

ଆମ ଜୀବନ

କିଛି ନୁହେଁ ଏ କ୍ଷଣ ଭଙ୍ଗୁର

ଏ ପାଇଁ କି କିଆଁ

ଏତେ ବଡେଇ

ଆ ମଣିଷ ପରି

ମଣିଷଟିଏ ହେବାରେ ଭାଇ।


ପରୋପକାର

ସହଯୋଗ ମନୋବୃତ୍ତି

ହୃଦୟେ ରଖିବା

ଜଗତ ପତି

ସୁକର୍ମ କରି ଯିବା ଫେରି

ଏତିକି ସୁବୁଦ୍ଧି ଦିଅନ୍ତୁ ସଭିଙ୍କୁ ଶ୍ରୀହରି।



Rate this content
Log in