Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Tragedy

3  

Brundabana Pradhan

Tragedy

ମାଟିଘର

ମାଟିଘର

1 min
230



ସିମେଣ୍ଟ ର ପ୍ରଲେପ ନୁହେଁ ମାଟି ଘର 

ଥାଏ ତା ଦେହେ ଚାଳ ଓ ଛପର 

ବର୍ଷା ସହେ ନାହିଁ ଦୁଃଖ ଏକା ଗରିବର 

ହେଲେ ବି ଖୁବ୍ ଭଲଲାଗେ ମାଟିଘର। 


ସେ ଘରର ବାସ୍ନା ମହକେ ଚଉଦିଗ

ଗ୍ରୀଷ୍ମ କାଳେ ଲାଗେ କେତେଯେ ହିତ 

ମୂଲ୍ୟହୀନ ନୁହେଁ ମାଟିର ଘର 

ଆଶ୍ରୟ ମୋ ଜନ୍ମ ଜନ୍ମାନ୍ତରର ।


ତେପନ ଅଜାର ମାଟିର ଘର 

ଅତୀତର ଅଟେ ସ୍ମୃତି ମୋହର 

ତାହାର ଯତନ କରିବି ହସିହସିକା 

ଅତୀତର ସ୍ମୃତି ଗାଇଗାଇକା। 


ସିମେଣ୍ଟ ଘର କୂତ୍ରିମ ସହର 

ଲାଗେ ମତେ ଭଲ ଗାଁ ମାଟିଘର। 





Rate this content
Log in