Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Inspirational Others Abstract

3  

Susil Pani

Inspirational Others Abstract

ନିଳାଞ୍ଚଳ

ନିଳାଞ୍ଚଳ

1 min
6.8K


ଭକ୍ତ ଗାଳି ଲାଗେ ତୁମକୁ ଅଗରୁ ଚନ୍ଦନ ।

ଭକ୍ତି ଭାବ ଲାଗେ ତୁମକୁ ବଢିଆ ।।

ବଡଦେଉଳରେ ରତ୍ନ ସିଂହାସନେ ।

ବିଜେ ସୁଭଦ୍ରା ମାତା ସଙ୍ଗେ ଜଗା ବଳିଆ ।।

ଷାଠିଏ ପଉଠି ଭୋଗ ତୁମକୁ ଲାଗି ହୁଏ ।

ଆନନ୍ଦ ବଜାରେ ମିଳେ ତୁମ ମହାପ୍ରସାଦ ।।

ଭକ୍ତ ମନକଥା ଜାଣି ତାଙ୍କର ଇଚ୍ଛା ପୂର୍ଣ୍ଣ କର ।

ସେଥିପାଇଁ ଭକ୍ତ ସଦା ତୁମଠାରେ ଋଣି ।।

ଅନ୍ତର୍ଯ୍ୟାମୀ ବୋଲି ଜାଣ ତୁମେ ଅନ୍ତର ବେଦନା

ଜଗତ ଚଳଇ ତୁମ ଇସାରାରେ ।।

କପଟ ନକରି ତୁମେ ମହାପ୍ରଭୂ ।

ବିପଦେ ଉଦ୍ଦାର ଭକ୍ତର ସଙ୍କଟ କାଳେ ।।

ଆପଦେ ବିପଦେ ଭକ୍ତ ପାସେ ଥାଅ ।

ଭକ୍ତ ଜାଣିପାରେନି ତୁମ ଲିଳାଖେଳା ।।

ଭକ୍ତି ଭାବରେ ମନ ଲଗାଇଲେ ।

ତୁମ ଡୋରିଲାଗେ ଦର୍ଶନ କରିବାକୁ ଭଲା ।।

@ସୁସିଲ୍ ପାଣି


Rate this content
Log in

Similar oriya poem from Inspirational