Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ନମସ୍ତେ ପ୍ରଭୁ ଆଶୁତୋଷ

ନମସ୍ତେ ପ୍ରଭୁ ଆଶୁତୋଷ

1 min
536



ନମସ୍ତେ ପ୍ରଭୁ ଆଶୁତୋଷ

ନମସ୍କାରରେ ତୁ ସନ୍ତୋଷ l


ନମସ୍ତେ ପ୍ରଭୁ ଉମା ପତି

ବିଶ୍ୱ କଲ୍ୟାଣେ ତୋର ମତି l


ନମସ୍ତେ ଦେବ ମହେଶ୍ୱର

କୃପାଳୁ ପାଳୁ ଏ ସଂସାର l


ନମସ୍ତେ କଇଳାଶ ପତି

ବାମା ତୋ ଦେବୀ ହୈମବତି l


ନମସ୍ତେ ନମସ୍ତେ ଈଶ୍ୱର

ଦେବ ମହେଶ ଦିଗମ୍ବର l


ନମସ୍ତେ ଦେବ ପଞ୍ଚାନନ

ତୋ ନାମେ କଳୁଷ ଖଣ୍ଡନ l


ନମଃ ତାଣ୍ଡବ ନୃତ୍ୟକାରୀ

ତାଣ୍ଡବେ ବିଶ୍ୱକୁ ସଂହାରୀ l


ନମସ୍ତେ ପ୍ରଭୁ ନଟରାଜ

ନାଶ ମୋ ଅଜ୍ଞାନ ପହିଜ l


ନମସ୍ତେ ହେ ଦେବ ଇଶାନ

ତୋ ପଦେ ରହୁ ସଦା ଧ୍ୟାନ l

        


Rate this content
Log in

Similar oriya poem from Inspirational