ଓଠ 'ତୋ' ଗୋଲାପି ଗୋଲାପି
ଓଠ 'ତୋ' ଗୋଲାପି ଗୋଲାପି
ଗୋଲାପି ଗୋଲାପି ଦୁଇ ଓଠ ତୋର,
ଗୋଲାପ ଫୁଲ "ଠୁ" ଦିଶଇ ସୁନ୍ଦର
ଗେଲ କରିବାକୁ ଇଛା ହୁଏ ମୋର
ଗୋଲାପି ।
ଗୁଣ୍ଠୁଣୀ ପରି ତୁ" ଯାଉଅଛୁ ଚାଲି
କିଏ ଡାକିଦେଲେ ଚାହୁଁ ବୁଲି ବୁଲି
ଏତେ ନଖରାମି ତୋ" ରହିବ ନାହିଁ,
ଏ ରଙ୍ଗ କାଡୁଛୁ ଗୋରୀ କଣ ନାହିଁ
ତୋ' ପ୍ରେମରେ ପଡି ହେଲି ହରବର
ଗୋଲାପି ।
କଥା କହୁଅଛୁ ତୋ' ବେଣୀକୁ ଛାଟି,
ରାଗିଲେ ଉପରକୁ ଫିଙ୍ଗୁ ତୁ ମାଟି
ପ୍ରେମର ପାଠ ତୁ' ଜମାରୁ ଜାଣିନୁ,
ଜାଣିବୁ ଯଦି ତୁ' ମୋ" ହାତ ଧରୁନୁ
ପାଠ ପଢାଇବି ମୁଁ " ଲଭ ମାଷ୍ଟର
ଗୋଲାପି ।