Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Abstract Classics Fantasy

3  

Hitesh Mohapatra

Abstract Classics Fantasy

ପାଗଳ

ପାଗଳ

1 min
145


ଗୋଟିଏ ଜିବନରେ କେତେ ଥର ଭାଙ୍ଗିବ ଏ ମଣିଷ

ତା ଠୁ ଭଲ, ଗୋଟିଏ ଥରରେ ପାଲଟି ଯିବ

ଗଦାଏ ପାଉଁଷ ।


ସାହାସ ଆଣିବ କେଉଁଠୁ

ଧୈର୍ଯ୍ୟ ମିଳୁଛି କେଉଁଠି

କିପରି ଆଶା ଗୁଡିକ

ବାନ୍ଧି ଦେବି ଅଖା ବସ୍ତାରେ

କିପରି ଆଖି ବୁଜି ଦେବି ।


ଏଠି ସବୁ ପାହାଚ

ସିଉଳିରେ ଢ଼ଙ୍କା

ଆଗକୁ ପଡୁଥିବା ସବୁ ପାଦ

ତାର ସିଏ ହୋଇ ଯାଇଛି ବଙ୍କା । 


ସଫଳ ପରେ ଶାନ୍ତି

ନା ଶାନ୍ତି ପରେ ସଫଳ

ଏ ପ୍ରଶ୍ନର ଉତ୍ତର ଖୋଜି ଖୋଜି

ମୁଁ ପାଲଟି ଯାଇଛି ପାଗଳ ।


Rate this content
Log in

Similar oriya poem from Abstract