Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅମିତ୍ କୁମାର ସେଠୀ

Tragedy Action Others

3  

ଅମିତ୍ କୁମାର ସେଠୀ

Tragedy Action Others

ପହିଲି ରଜ

ପହିଲି ରଜ

1 min
136



ଚଗଲି ପ୍ରିୟାଟି ପହିଲି ରଜରେ

ଭାରି ଫୁଲେଇ ହେଉଛି

ସଜବାଜ ହୋଇ, ସଖୁଙ୍କ

ମେଳରେ ଆନନ୍ଦେ ନାଚି ଗାଉଛି ।।


ନୂଆ ପାଇଜାମା, ଗଜରା ମାଳରେ

ସୁଶୋଭିତ ହୋଇଅଛି ରାଜହଂସୀ ଚାଲି,

କୋଇଲି ସ୍ବରରେ ଧରଣୀ ହସି ଉଠୁଛି ।।


ଗେହ୍ଲେଇ ରାଣୀଟା ଖେଳେ ଝୁଲଣାରେ

ଆନନ୍ଦେ ନାଚି ଖେଳୁଛି

ସଖୁଙ୍କ ମେଳରେ ଅତି ଆନନ୍ଦରେ

ପହିଲି ରଜ ପାଳୁଛି ।


ପାଦରେ ପାଉଁଜି,

ଝୁମୁକା କାନରେ ରୁଣୁଝୁଣୁରେ କମ୍ପୁଛି

ସୁନ୍ଦର ଦିଶଇ ଅଳତା ପାଦରେ

ହାତେ ମେହେନ୍ଦି ହସୁଛି ||


Rate this content
Log in

Similar oriya poem from Tragedy