Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance

3  

Satyabati Swain

Romance

ପ୍ରେମ

ପ୍ରେମ

1 min
344


ପ୍ରେମ

ବିହ୍ଵଳତାର ଅନୁଭବଟିଏ

ମଧୁର ଯନ୍ତ୍ରଣାରେ ଜଳିବା

ଦରଜ ହୋଇ

ରୁଗୁ ରୁଗୁ କାଟେ ।


ପ୍ରେମ

ସୂର୍ଯ୍ୟ ଆଲୋକ ପରି ଉଜ୍ଜ୍ୱଳ

ଲିଭାଇ ପାରେନା

ଶତ ଚେଷ୍ଟା କଲେ ବି କେହି

ଜହ୍ନର ଶୀଳତ ଆଲୁଅ 

ଚନ୍ଦନର ତୃପ୍ତି ।


ପ୍ରେମ

ପକ୍ଷୀର ମିଠା ମିଠା ପକ୍ଷୀର କାକୋଳି

ଫୁଲର ସୁଗନ୍ଧିତ ମହକ 

ମୃଦୁ ମନ୍ଦ ପବନର ସ୍ପର୍ଶ

ନଈର ଛଳ ଛଳ ଗତିର ନାଁ ।


ପ୍ରେମ

ସମୁଦ୍ର ଲୁଣିଆ ପାଣି ନୁହେଁ

ଏହା କୁଳୁ କୁଳୁ ଝରଣାର

ସୁ ଶୀତଳ ଧାରା

ଅବିରତ ଝରୁଥାଏ ହୃଦୟ ପାହାଡ଼ରୁ ।


ପ୍ରେମର ପୂର୍ଣ୍ଣତା

ଆବେଗ

ସଂଭୋଗ

ପ୍ରେମ

ସ୍ପର୍ଶ

ଦେହ

କେବେ ବି ନୁହେଁ ।


ପ୍ରେମ

ପରମ ସତ୍ୟ

ଶିବ

ଏବଂ ସୁନ୍ଦର ର ତ୍ରିବେନି ସଙ୍ଗମ ।



Rate this content
Log in

Similar oriya poem from Romance