Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Abstract

2  

Ghanashyam Biswal

Abstract

ପ୍ରେମିକା

ପ୍ରେମିକା

1 min
78


ସେ ତ ପୁନେଇଁ ଜହ୍ନର

କୁନି ସୁନା ଭଉଣୀ

ଜୋଛନା ରାଣୀ

ସେ ସୁନା ଶ୍ରାବଣୀ

ଶୀତୁଆ ରାତିର

ସପନ ରାଣୀ ସେ

ମନ ଆକାଶର

ବରଷା ରାଣୀ

ବସନ୍ତ ସକାଳର

ସୁରୁଜମୁଖୀ

ଶୀତୁଆ ସକାଳର

ମିଠା କାକର ପୁଣି

ସେ ତ ସରସୀ କଇଁ

ମୋ ସୁନା ହରିଣୀ

ମୁରୁକି ହସରେ ନିଏ

ମୋ ମନ କିଣି


Rate this content
Log in

Similar oriya poem from Abstract