Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

3  

Satyabati Swain

Inspirational

ସମ୍ଭାବନା ଖୁନ୍ଦା ଖଣି

ସମ୍ଭାବନା ଖୁନ୍ଦା ଖଣି

1 min
352


ଜହ୍ନ ପରି ଫୁଲେଇ ସେ

ଫୁଲ ପରି ଗେହ୍ଲେଇଟେ

ଅମାନିଆ ପ୍ରଜାପତି

ବୋଲକରା ଚଢ଼େଇଟେ।


ଚଗଲି ସେ ମହୁମାଛି

ବଗୁଲି ସେ ବାରବୁଲି

ଫାଜିଲି ଟେ ବିଲକୁଲ

ନାଟଖଟ ଚୁଲ୍ ବୁଲି।


ଓଲେଇ ଗାଇଟିଏ ସେ

ନିଆରା ତା ସଙ୍ଗ ପୁଣି

ଚହଲା ପାଣିର ଢେଉ

ସମ୍ଭାବନା ଖୁନ୍ଦା ଖଣି।


କାଲି ହେବ ସ୍ରଷ୍ଟାଟିଏ

ଆଉ କା ଆଖିର ମଣି

ଈଶ୍ୱର ତା ଚଲା ପଥେ

ଫୁଲ ବରଷାନ୍ତୁ ଆଣି।


Rate this content
Log in