Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3.9  

Suresh chandra Padhy

Inspirational

ସମୁଦ୍ର ଆସୁଛି ମାଡି

ସମୁଦ୍ର ଆସୁଛି ମାଡି

1 min
226


କବିତା(ସମୁଦ୍ର ଆସୁଛି ମାଡି)

ବେଳ ଯାଏ ଗଡି ଗଡି

ସମୁଦ୍ର ଆସୁଛି ମାଡି

କେବେ ବାତ୍ୟା ରୂପ ଧରି ପ୍ରଳୟ କରେ

କେବେ ସୁନାମି ରୂପେ ଆସି ବିନାଶ କରେ

ସମୁଦ୍ର ତାର କୁଳ ଲଙ୍ଘୁଛି

ଜନ ଜୀବନ ର କ୍ଷତି କରୁଛି

ସମୁଦ୍ର ମାଡି ଆସିଲେ ଲୋକେ ହୁଅନ୍ତି

ଭୟ ଭୀତ

ବିଜ୍ଞାନ ଯୁଗରେ ଆଗୁଆ ଜାଣି ହୁଅନ୍ତି

ସୁରକ୍ଷିତ

ସମୁଦ୍ର ଏବେ ଦିନକୁ ଦିନ ଅଶାନ୍ତ ହେଉଛି

ମହା ବିପଦ ହୋଇ ସେ ମାଡି ଆସୁଛି



Rate this content
Log in