Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar Kabi

Inspirational

2  

Maheswar Kabi

Inspirational

ତଥାପି ଆମେ ସ୍ଵାଧୀନ

ତଥାପି ଆମେ ସ୍ଵାଧୀନ

14 mins
1.1K


ଝିଅଟିଏ ଯାଏନା ବାହାରକୁ ଚାଲିଗଲେ ଦିନ ,    

ମନ୍ତ୍ରୀ , ଏମ୍. ଏଲ୍. ଏଙ୍କ ଦ୍ଵାରା ପରିଚାଳିତ ମନ

ତଥାପି ଆମେ ସ୍ଵାଧୀନ ,,,,,ତଥାପି ଆମେ ସ୍ଵାଧୀନ,,,,

ବହୁ ପ୍ରତିନିଧି ବୁଝନ୍ତିନି ଗୋ-ରକ୍ଷାର ମାନ ,

କରିବାକୁ ପଛାନ୍ତିନି ଆମ ଦେଶର ଅପମାନ,

ତଥାପି ଆମେ ସ୍ଵାଧୀନ,,,,ତଥାପି ଆମେ ସ୍ଵାଧୀନ,,,,

ଭୁଲନ୍ତି ଅହିଂସା ରଖିବାକୁ ନିଜ ସ୍ଵାଭିମାନ,  

ସ୍ଵଦେଶୀ ନୁହେଁ ବଢେ ବିଦେଶୀର ଗୁଣ ,

ତଥାପି ଆମେ ସ୍ଵାଧୀନ,,,,ତଥାପି ଆମେ ସ୍ଵାଧୀନ,,,, 

କ୍ଷୁଦ୍ର ମାନସିକତାରେ ଚାଲିଯାଏ ବହୁ ଜୀବନ,  

ଜୀବନ ହୁଏ ପୋକ ମାଛି ସହ ସମାନ,  

ତଥାପି ଆମେ ସ୍ଵାଧୀନ,,,,ତଥାପି ଆମେ ସ୍ଵାଧୀନ,,,,

ମେଡ୍ ଇନ୍ ଇଣ୍ଡିଆ କ୍ୟାମ୍ପରେ ବିଦେଶୀର ଗୁଣ ,  

ଯାହାଦ୍ଵାରା ବଢୁଛି ବେରୋଜଗାରର ସ୍ଥାନ , 

ତଥାପି ଆମେ ସ୍ଵାଧୀନ,,,ତଥାପି ଆମେ ସ୍ଵାଧୀନ,,,,, 

ଏକସ୍ତୋରୀ ବର୍ଷର ଏହି ସ୍ଵାଧୀନତାର ଦିନ , 

ମିଳିମିଶି ରକ୍ଷା କରିବା ଭାରତ ସ୍ଵାଭିମାନ ,     

ତେବେ ରହିବ ସ୍ଵାଧୀନ,,,ତେବେ ରହିବ ସ୍ଵାଧୀନ,,,

ଜୟହିନ୍ଦ                       ବନ୍ଦେ ମାତରମ୍

                                               ମହେଶ୍ଵର କବି


Rate this content
Log in

Similar oriya poem from Inspirational