Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Behera

Inspirational

3  

Subhashree Behera

Inspirational

ତୁମ ନିରବତା

ତୁମ ନିରବତା

1 min
157


ତୁମ ନିରବତା ସେ ଦିନ...

ଆମ ସମ୍ପର୍କକୁ ଗଢି ତୋଳିଥିଲା....

ମାତ୍ର ; ଆଜିର ନିରବତା...

ଆମ ସମ୍ପର୍କକୁ ଧୂଳିସାତ କରି ଦେଇଛି...

ସତରେ ତୁମ ନିରବତା... 

କେତେବେଳେ.... ସାଗରଠୁ ଆହୁରି ଗଭୀରତା

କେବେ ....ଜହ୍ନଠୁ ଶିତଳତା...

କେବେ... ଆକାଶ ବକ୍ଷ ଠାରୁ ଆହୁରି ବିଶାଳ ... 

ତ... କେବେ ..

ବୈଶାଖୀ ମାଟିଠୁ କଠୋର ...

ପୁଣି କେବେ ବହ୍ନିଠୁ ବି ଉଜ୍ଜ୍ୱଳ....

ବାସ୍ତବିକ୍ ... ଏଇ ନିରବତାରେ ପ୍ରତିଫଳିତ ହେଉଥିବା 

ଆମ ସମ୍ପର୍କ ଖୁବ୍ ଜଟିଳ.... !!!!



Rate this content
Log in

Similar oriya poem from Inspirational