ତୁମେ ମୋ ପ୍ରେମ ପୂଜାରିଣୀ
ତୁମେ ମୋ ପ୍ରେମ ପୂଜାରିଣୀ
ତୁମେ ମୋ ଉର୍ବଶୀ
ତୁମେ ମୋ ମେନକା
ତୁମେ ମୋ ଜୀବନ ସାଥୀ,
ତୁମେ ମୋ ତାରକା
ତୁମେ ମୋ ପ୍ରେମିକା
ତୁମେ ମୋ ଚାନ୍ଦିନୀ ରାତି l
ତୁମେ ମୋର ସୀତା
ତୁମେ ମୋର ରାଧା
ମୁଁ ତୁମର ହେବି ଶ୍ରୀକୃଷ୍ଣ,
ତୁମେ ମୋ ସୁଭଦ୍ରା
ତୁମେ ମୋ ଦ୍ରୌପଦୀ
ମୁଁ ତୁମର ଯେ ଦ୍ଵିତୀକୃଷ୍ଣ l
ତୁମେ ହେଲେ ସତୀ
ମୁଁ ହେବି ତୁମର ପତି
ମୁଁ ତୁମର ବିଷ୍ଣୁ
ତୁମେ ମୋର ଲଷ୍ମୀ
ସତ୍ୟଭାମା ତୁମେ ମୋର ।
ମୁଁ ତୁମର ଶିବ
ତୁମେ ପାରବତୀ
ପୂଜାରିଣୀ ମୋ ପ୍ରେମର l
ମୁଁ କନ୍ଦର୍ପ ହେଲେ
ତୁମେ ହେବ ମୋର ରତି
ତୁମେ ।