Satyanarayan Sahoo

Comedy Romance Classics

4  

Satyanarayan Sahoo

Comedy Romance Classics

କେଉଁଠlରେ ଭୁଲ୍ ରହିଲା

କେଉଁଠlରେ ଭୁଲ୍ ରହିଲା

2 mins
349



ଠକ ଓ ଫିସlତ୍ ଦୁହେଁ ଥିଲେ ଭଲ ସାଙ୍ଗ । ସେ ଅନ୍ୟ ଯେତେ ସବୁ ଠକ ବ୍ୟକ୍ତି ମାନ ଙ୍କୁ ଯୋଗIଡି ଗାଁ ଯାକ ରେ ଯେତେ ଯାହା ଭଣ୍ଡlମି, ଧୋକା ବାଜି , ଜାଲି , ଜୁଆ ଚୋରୀ , ତସ୍କରୀ କାମ ଶିକ୍ଷା ଦେଉ

ଥିଲେ ।ସେ ଅଞ୍ଚଳ ରେ ସବୁ ପ୍ରକାର ଦଗାଦିଆ ଓ ଦି ନମ୍ବରିକାମ ତାଙ୍କ ଦ୍ଵାରା ହିଁ , ନିୟନ୍ତ୍ରିତ

ଏବଂ ତାହାଙ୍କ ଦ୍ଵାରା ସଂଘଟିତ ହେଉଥିବା ବେଳେ ଅଜାଣତରେ ବହୁତ ବହୁତ ହଇରାଣ ହୋଇ ଚାଲି ଥାନ୍ତି ତେବେ ଦିନେ ପଚୁ ମଉସା କହିଲେ ଚିନ୍ତା କରନା ।ଆମ ଗାଁ କୁ ଏବେ ଜଣେ ଯୁବକ ବ୍ୟବସାୟୀ ଏଇ ନିକଟରେ ଆସି 

ଛନ୍ତି ।ତାଙ୍କୁ ପେଟେଇ କରି ଆଗେ ଭଲ ଭାବରେ ମିଳାମିଶା କରିବା ତା ପରେ , ଭଣ୍ଡାଇ ସର୍ବସ୍ବ ଲୁଟି ନେଇ ସାରି ଆମେ ଛାଡି ଦେବା ।ସେ ବିଚରା ଟି ଖାଉ ପାନେ । ତା ପରେ ବୁଝିବ । ଆଉ ଆମର

କିଛି ହେଲେ ଅଭାବ ରହିବ ନାହିଁ ।ଏଇ ପରି ଶେଷ କୁ ସୁଯୋଗ ପାଇ ସେ ବ୍ୟବସାୟୀ ଙ୍କ ସହିତ ସେମାନେ ମିଲା ମିଶା ହୋଇ ବୁଝିଲେ ଯେ , ସେ ମିଶର ଦେଶ ରୁ ଆସି ଥାନ୍ତି । ଗାଡି ମଟର ମାନଙ୍କ ରେ ଲଦେଇ  ଆଣି ଥାନ୍ତି ।ଜଣେ ଠକ ବ୍ୟକ୍ତି ତାଙ୍କୁ ଥଟ୍ଟା ମଜା ରେ ଶିଖେଇ ବାକୁ ଯାଇ କହିଦେଲା , ଏଗୁଡ଼ାକ କଣ ତୁଳା ନା ଆଉ କିଛି ?

ଏହା ପରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ କହିଲେ , ଏ ଗୁଡ଼ିକ ମେଷଲୋମ ହୋଇ ଥିବ , ବୋଧେ । 

ଏଠାକl ର ବଜାର ଅଞ୍ଚଳ ରେ ଥିବା ଲୋମ କଳ ମାନଙ୍କରେ ଭଲ ବେପାର ବଣିଜ ଚାଲିବ । ଆପଣ ଙ୍କ ବହୁତ ଲାଭ ହେବ । ସେ ମାନଙ୍କ ର ଏ ପ୍ରକାର ହାବ ଭାବ ରେ ସଂପୃକ୍ତ ଯୁବକ ଜଣଙ୍କ

ସନ୍ଦେହ ପ୍ରକାଶ କରି କହିଛନ୍ତି , ଆପଣ ମାନେ କିଏ ? କଣ କରନ୍ତି ?ଏପ୍ରକାର ପରିସ୍ଥିତିରେ ସେମାନେ ନିଜ ଠକାମୀ ଆରମ୍ଭ କରିବା ର

ସୁଯୋଗ ପାଇ ଖୁବ୍ ଖୁସି ହୋଇ ଯାଆନ୍ତି ।

ଆମେ ଆପଣ ମାନ ଙ୍କୁ ବହୁତ ବହୁତ ସହାର୍ଯ୍ୟ କରିବୁ ଆପଣଙ୍କ ବ୍ୟବସାୟ ରେ ବହୁତ ଲାଭ ହେବ । ବହୁତ ଉନ୍ନତି ଆଣିବା ପାଇଁ

ଚେଷ୍ଟା କରି ମନ ଧ୍ୟାନ ଲଗାଇ ନିୟମିତ ଭାବେ ନିସ୍ୱାର୍ଥ ଉଦ୍ୟମଜାରି ରଖିବୁ । ଏହି ପରି ଭାବେ ତାଙ୍କ ସହିତ ହସି ହସି କଥା କହିବହୁତ ବିଷୟ ଜାଣି ଜାଇ ଛନ୍ତି । ତା ପରେ ତାଙ୍କ ସହିତ ମିଶି କାମ ରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଥାନ୍ତି । ଏହି ପରି କିଛି ଦିନ ବିତି ଯାଏ ।

ଦିନେ ରାତିରେ କୌଣସି କାରଣରୁ ଯୁବକ ଜଣକ ଠକ ମାନଙ୍କ କାର୍ଯ୍ୟଓ ଚାଲ୍ ଉପରେ ସନ୍ଦେହ ପ୍ରକାଶ କରି ଛନ୍ତି ।ତା ପରେ ସେ ସଙ୍ଗେ ସଙ୍ଗେ ଯାଇ ଥାନା ରେ ଜଣାଇ ଦେଇ ଥାନ୍ତି ।

ତା ପର ଦିନ ଠାରୁ ପୋଲିସ୍ ଓ ଗୁଇନ୍ଦା ବିଭାଗ ନଜର ରଖିବାକୁ ଲାଗିଲେ । ଦିନେ ରାତିରେ ଶୋଇ ଥିବା ବେଳେ ଠକ ବ୍ୟକ୍ତି ମାନ ଙ୍କୁ ପୋଲିସ୍ ଗିରଫ କରି ନେଇଛି ।ତା ପର ଦିନ ସକାଳେ ଉଠିବା ବେଳ କୁ ସେ ମାନେ ନିଜ ନିଜ କୁ ଥାନା ଖୁଆଡ ମଧ୍ୟରେ ଆବିଷ୍କାର କରି ଛନ୍ତି । ଖୁବ୍ ବିସ୍ମୟ ପ୍ରକାଶ କରି ଛନ୍ତି । ସେମାନଙ୍କ ଲୁଟିବା ଉଦ୍ୟମ ଓ ଚାଲ୍ ତେବେ ସମ୍ପୂର୍ଣ ଫସର୍ଫାଟି ଯିବା ଜାଣି ଖୁବ୍ ପସ୍ତେଇ ହୋଇ ଛନ୍ତି ।ଶେଷକୁ ପରୀକ୍ଷା ନିରୀକ୍ଷା ଆରମ୍ଭ କରି ଛନ୍ତି ଯେ , ଆମ ମାନଙ୍କ କାମରେ କେଉଁଠି ଭୁଲ ରହିଲା ?

  


Rate this content
Log in

Similar oriya story from Comedy