Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Others

3  

Bidyadhar Sethi

Others

ଠିକଣା

ଠିକଣା

1 min
411


ଠିକଣା ହଜିଲେ ଥରେ ମିଳିବା ଦୁଃସହ

ଦିଗହରା ମାନବ ମୁଁ ଠିକଣା ହଜିଛି ମୋର

କାଲି ଯେ ନିଜର ଥିଲା ଆଜି ସିଏ ସାତପର

ଜୀବନ ଯନ୍ତ୍ରଣା ଭରା

ନୁହେଁ କେହି ଆପଣାର ହାୟ........!


ପର୍ଣ୍ଣ କୁଟୀର ମୋର ଭରିଛି ଯେ କେତେ କୋହ

ସଜଳ ଛଳଛଳ ନୟନେ ଭରା କୋହ

କାମନାର ବାଲିଘର ନିତି ଭାଙ୍ଗି ହୁଏ ଚୂନା

ହୃଦୟ ଦହନ ପୀଡା କହିବାକୁ ମୋତେ ମନା

ଜଳିଜଳି ଅନ୍ତ ହୁଏ ଆଶାର ଦୀପ ସଳିତା

ଦୀପତଳ ଅନ୍ଧକାର ଅସରନ୍ତି ନିରବତା

କ୍ଳାନ୍ତ ଠିକଣାହୀନ ପଥହରା ପଥିକ ମୁଁ

ଖୋଜୁଛି ସାରସ୍ବତ ଅନୁଭବ ନିରନ୍ତର

ତଥାପି ଜୀବନେ ମୋର ଘୋଟିଛି ମେଘପଟଳ

ନେଘର୍ଭୂତି ସମ ତେଜ କରିବି ଆବିଷ୍କାର ।



Rate this content
Log in