CHINMAYEE PRADHAN
Literary Brigadier
AUTHOR OF THE YEAR 2021 - WINNER

165
Posts
574
Followers
9
Following

I'm CHINMAYEE and I love to read StoryMirror contents.

Share with friends
Earned badges
See all

କାଲି ଯେବେ ଦେଖା ହେଇଥିଲା ଆମ ତୁମେ ଦେଇଥିଲ ହସି, ଆଜି ଦେଖି ମୁହଁ ମୋଡୁଛ କିପାଇଁ ମୁଁ କଣ ହେଲି କି ବାସି।

ବାହାଘର ଆମ ମାସେ ନ ପୁରୁଣୁ ଚାଲିଗଲ ବିଦେଶକୁ, ବିତିଯାଏ ଦିନ ବିତିଯାଏ ରାତି ଝୁରି ହୁଏ ମୁଁ ତୁମକୁ।

କେତେ ପ୍ରତିଶ୍ରୁତି ଦେଇଥିଲ ପ୍ରିୟ ଭାବିଥିଲି ସତ ବୋଲି, ମିଛ ଥିଲା ସବୁ କହିଥିଲ ଯାହା ଆଜି ମୁଁ ଜାଣି ପାରିଲି।

ସମୟର ଗତି ରୋକି ପାରିବନି ଅବିରତ ଧାରା ସିଏ, ମନର ଗତିକୁ ରୋକି ତ ପାରିବ ନିଜ ଆୟତରେ ଥାଏ।


Feed

Library

Write

Notification
Profile