Shyamasundar Sahoo
Literary Colonel
73
Posts
40
Followers
2
Following

Story writing Poem writing Quotes writing

Share with friends
Earned badges
See all

ଭଲ ପାଇବା କଣ ଯିଏ ଭଲ ପାଇଛି ସେ ଜାଣିଛି

ସତରେ ଭଲ ପାଇବା କେଡେ ବିଚିତ୍ର, ଯାହାକୁ ଆମେ ଅଧିକା ଭଲ ପାଇଥାଉ ସେ ଆମ ଭାଗ୍ୟରେ ନଥାଏ ଆଉ ଯାହା କୁ ଆମେ କେବେବି ଦେଖିନେ ସେ ଆମ ଭାଗ୍ୟ ରେ ଥାଏ

Today I got one thing about girl,how a girl breaks the heart of a boy and move on easily.

Tears are more dangerous in some cases and benefits in some cases. i. When a girl breaks a heart of a boy. ii. When a boy cry for a girl.

I am single I don't need a temporary relationship , i am searching a permanent person who would understands my silence better than my words.

ବହୁତ ବର୍ଷ ପର୍ଯନ୍ତ ଗଛରେ ଫୁଲଟିଏ ଫୁଟୁ ନଥିଲା ଯେଉଁ ଫୁଲଟିଏ ଫୁଟୁଥିଲା ଗଛ କୁ ପସନ୍ଦ ଆସୁନଥିଲା |୧| ସେଇ ଗଛଟି ସେମିତି ଅପେକ୍ଷା କରି ବସିଥିଲା କେବେ ଗୋଟେ ଭଲ ଫୁଲଟିଏ ଫୁଟିବ,ସମୟ ଆସିଲା |୨| ଭଲ ଫୁଲ ଟିଏ ଫୁଟିଲା କିଛି ଦିନ ପର୍ଯନ୍ତ ସେ ଫୁଲ ଗଛରେ ରହିଲା ଶେଷରେ ସେ ଫୁଲଟି ମଉଳିଗଲା ଗଛ କୁ ବହୁତ କଷ୍ଟ ଲାଗିଲା |୩| କାରଣ ସେ ବହୁତ ଦିନ ପର୍ଯନ୍ତ ଅପେକ୍ଷା କରି ବସିଥିଲା କିନ୍ତୁ ସେ ଫୁଲଟି ତାର ସାଥ ଦେଲାନି ଅଧା ବାଟ ରୁ ଛାଡ଼ି ସବୁଦିନ ପାଇଁ ଏକା କରି ଚାଲିଗଲା |୪|

କଣ ଏହା ଠିକ କଲ କି ପ୍ରେମ କରିବା କ'ଣ ମୁଁ ଜାଣିନଥିଲି ତୁମେ ଶିଖେଇ ଦେଇ କ'ଣ ଏହା ଠିକ କଲ କି ? ମୁଁ କାହା ସହ କଥାବାର୍ତା କରେନାହିଁ ତୁମେ କଥାବାର୍ତା କରିବା ଶିଖାଇ ଦେଇ କ'ଣ ଏହା ଠିକ କଲ କି ? ତୁମେ ମୋ ସହ ବହୁତ ସମୟ ବାର୍ତ୍ତାଳାପ କରି ମଧ୍ୟ ସବୁକିଛି ଶେଷ କରିଦେଲ କ'ଣ ଏହା ଠିକ କଲ କି ? ଯେତେବେଳେ ମୁଁ ତୁମକୁ ଗଭୀର ପ୍ରେମ କରି ବସିଲି ସେତେବେଳେ ତୁମେ ମୋ ସହ ପ୍ରତାରଣା କରି କ'ଣ ଏହା ଠିକ କଲ କି ?

"Betrayal is like a storm that washes away the trust we once held. But even through the debris, we find the strength to rebuild, wiser and stronger than before."

"Sometimes, letting go is the bravest choice you can make. It's not about giving up, but about understanding that some chapters aren't meant to be a part of your story anymore."


Feed

Library

Write

Notification
Profile