Swarnalata Dash
Literary Brigadier
112
Posts
2
Followers
1
Following

I'm Swarnalata and I love to read StoryMirror contents.

Share with friends
Earned badges
See all

ଉଡିବାକୁ ଇଛା ଥିଲା ଅନେକ ଦୂର ପକ୍ଷ ଦେଲ ଛିଣ୍ଡାଇ ବାନ୍ଧିଦେଲ ମାୟା ବନ୍ଧନରେ ଉବୁରିବାର ରାହା ପାଉନାହିଁ ହେ, ପ୍ରଭୁ,ଦିଅ ପଥ ଦେଖାଇ

ଚକ ବୁଲୁଥିଲେ ଅଖ ବୁଲୁଥାଏ ବୁଲିପଡୁଥାଏ ପହି ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି ସମର୍ପଣ ଭାବ ରଖିଲେ ତାଠାରେ ଉଦ୍ଧରିବେ ଭାବଗ୍ରାଗୀ

ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ | ଯେତେ ଚେଷ୍ଟା କଲେ ମଣିଷ ପ୍ରକୃତି ବଦଳେନି କି ସହଜେ କାହାକୁ ସହାନୁଭୂତି ଦେଖାଏନି

ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ | ଯେତେ ଚେଷ୍ଟା କଲେ ମଣିଷ ପ୍ରକୃତି ବଦଳେନି କି ସହଜେ କାହାକୁ ସହାନୁଭୂତି ଦେଖାଏନି

ଗୋଷ୍ଠୀ ରେ ରହି ଗୋଷ୍ଠୀରୁ ଖାଇ ଗୋଷ୍ଠୀ ପାଇଁ ବିଶ୍ୱାସ ଘାତକ କରିବା ଏକ ଅପରାଧ |ଈଶ୍ୱର ସେମାନଙ୍କୁ କେବେ କ୍ଷମା କରିବେନି

ସୁଖ ଦୁଃଖ ପରା ଯାଆଁଳା ଭାଇ କେହି କାହା ବିନା ରହନ୍ତି ନାହିଁ ଅଭିନ୍ନ ଭାବିବ ସୁଖ ଦୁଃଖ କୁ ମହାପୁରୁଷ ତ ବୋଲିବା ତାଙ୍କୁ

ତୋ ଭାବ ସାଥ ମୋ ଭାବ ଯେବେ ମିଶିଗଲା ଖିଲି ଖିଲି ହସ ଓଠରୁ ଝରିଲା ତୋ ପଦ୍ମ ପାଦେମୋ ମନ ମୀନ ବୁଡିଗଲା

ଆଲୋ ସଖୀ ଆପଣା ମହତ ଆପେ ରଖି ଅନ୍ୟକୁ ଇଜ୍ଜତ ଦେଲେ ନିଜେ ପାଇବ ¡ସତରେଇଜ୍ଜତ ଥିବା ଲୋକ ହିଁ ଅନ୍ୟକୁ ଇଜ୍ଜତ ଦେଇଥାଏ |

ନାରୀ ଜନ୍ମର ସାର୍ଥକତା ମିଳେ ଯେବେ ନିଜେ ଭାବେ ଏ ଜୀଵନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ


Feed

Library

Write

Notification
Profile