ଡ. ପଦ୍ମ ଚରଣ ମିଶ୍ର
Literary Colonel
7
Posts
62
Followers
3
Following
ଡ. ପଦ୍ମ ଚରଣ ମିଶ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବ୍ୟବସାୟ ପ୍ରବନ୍ଧନ ବିଭାଗର ସହଯୋଗୀ ପ୍ରାଧ୍ୟାପକ ରୂପେ କାର୍ଯ୍ୟରତ। ପୂର୍ବରୁ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଅଧିନସ୍ଥ ତଥା ବୀରମିତ୍ରପୁର ସହରରେ ଥିବା ବିସ୍ରା ଷ୍ଟୋନ୍ ଲାଇମ୍ କମ୍ପାନୀରେ ୨୦୦୨ରୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ଅଧିକାରୀ ତଥା ଇଂଜିନିୟରିଂ ବିଭାଗର ମୂଖ୍ୟ ରୂପେ କାର୍ଯ୍ୟରତ... Read more
ଡ. ପଦ୍ମ ଚରଣ ମିଶ୍ର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ବ୍ୟବସାୟ ପ୍ରବନ୍ଧନ ବିଭାଗର ସହଯୋଗୀ ପ୍ରାଧ୍ୟାପକ ରୂପେ କାର୍ଯ୍ୟରତ। ପୂର୍ବରୁ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରାଳୟ ଅଧିନସ୍ଥ ତଥା ବୀରମିତ୍ରପୁର ସହରରେ ଥିବା ବିସ୍ରା ଷ୍ଟୋନ୍ ଲାଇମ୍ କମ୍ପାନୀରେ ୨୦୦୨ରୁ ୨୦୨୪ ଜାନୁଆରୀ ପର୍ଯ୍ୟନ୍ତ ଅଧିକାରୀ ତଥା ଇଂଜିନିୟରିଂ ବିଭାଗର ମୂଖ୍ୟ ରୂପେ କାର୍ଯ୍ୟରତ ଥିଲେ। ସେ ୨୦୧୮ ରେ "ଶିକ୍ଷା ଓ ଅନୁସନ୍ଧାନ"ରୁ ବିଜନେସ୍ ମ୍ୟାନେଜମେଣ୍ଟରେ ପି.ଏଚ.ଡି.। ତାଙ୍କ ପ୍ରସ୍ତୁତ ୨୫ଟି ବିଭିନ୍ନ ଗବେଷଣା ଯୁକ୍ତରାଜ୍ୟ, ସୁଇଜରଲ୍ୟାଣ୍ଡ, ରୁଷିଆ, କ୍ରୋଏସିଆ ଓ ଭେନେଜୁଏଲାର ପ୍ରସିଦ୍ଧ ଗବେଷଣାତ୍ମକ ପତ୍ରିକାରେ ପ୍ରକାଶିତ। ଅଙ୍ଗେ ନିଭାଇଥିବା କଥାବସ୍ତୁ ଗୁଡିକୁ ସରଳ କରି କାହାଣୀର ରୂପ ଦେବାରେ ରୁଚି ରଖନ୍ତି। Read less
Share with friends