SUKANTA KHANDA
Literary General
991
Posts
7
Followers
0
Following

ମୁଁ ଜଣେ ପେଷାରେ ଶିକ୍ଷକ କିନ୍ତୁ ନିଶା ଗଳ୍ପ ଓ କବିତା ଲେଖିବା

Share with friends
Earned badges
See all

ବିଦାୟ-୨୦୧୩ ସୁକାନ୍ତ ଖଣ୍ଡା ହିଂସା ଦ୍ୱେଷ ଘୃଣା ଶୋଷଣ ଲୁଣ୍ଠନ ଧର୍ଷଣ ଅଥବା ଚୋରି କରିଥିବା ପାପ ବିଦାୟ ବର୍ଷରେ ଅନୁତାପେ ଆଜି ଝୁରି ଯେମିତି ଏ ମହାମାରୀ କ୍ଷମା କରିଦେବ ନିଜର ଗୁଣରେ ଗଲିଣି ଦେଖୁନ ସରି। *** ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Sun's house Sukanta Khanda. No one can say who you are One in the world Where is Sun's house? The hills grow Which corner of the sky? Day and night are always spinning Mars is in the soul of a mortal. *** Teacher Tangratali Manata Ghatgaon Keonjhar.

Pantheon Sukanta Khanda. A chapel is standing to rest Rest at night is the cause of fear There is someone incorporeal That is the cause of death The pantheon is now empty It's buring alone being. *** Teacher Tangratali Manata Ghatgaon Keonjhar

Nauria Sukanta khanda. Nauriya was taking a nap Customer to God Karma was under CA to fill the belly To walk in righteousness He has responsibility like God Hold on and move on. *** Teacher Tangratali Manata Ghatgaon Keonjhar

ହସୁଛି ସୁକାନ୍ତ ଖଣ୍ଡା ପତାକା ଉଡୁଛି ଫରଫର ହୋଇ ହସୁଛି ଅଶୋକ ସ୍ତମ୍ଭ ଠିଆ ହୋଇକରି କର୍ତ୍ତବ୍ଯ କରୁଛି ଛାତିକୁ ଦେଖରେ ଖୁମ୍ବ ସଭିଙ୍କର ଆଜି ଦମ୍ଭ ଗରବେ ଆନନ୍ଦ ନାଚ ଓ ଗୀତରେ ଭାରତୀୟ ଖୁସି ଭାବ। *** ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

ବିପ୍ଳବୀ ସୁକାନ୍ତ ଖଣ୍ଡା ହେ ଅମର ଆତ୍ମା ଓହ୍ଲା ଆସିବେ ଜନରାଜ୍ଯ ଦିବସରେ ତୁମ ନାମ ଧରି ସ୍ଳୋଗାନ କରିବୁ ଜୟଜୟ ହରଷରେ ଦେବାରୁ ସ୍ବାଧୀନବାରେ ବିପ୍ଳବୀ ନାମରେ ଗଣ୍ଯ ହୋଇଗଲ ଆମର ଏ ଭାରତରେ। *** ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

ବୀର ସୁରେନ୍ଦ୍ର ସାଏ ସୁକାନ୍ତ ଖଣ୍ଡା ଈଶ୍ବର ଇଛାରେ ମଙ୍ଗଳ ଲଗନେ ଓହ୍ଲାଇଲ ମରତକୁ ଇଂରେଜ ମାନଙ୍କୁ ଭାରତ ମାଟିରୁ ପୂରାପୂରି ତଡି଼ବାକୁ ଧରିଲ ଧନୁ ତୀରକୁ ହଇଚଇ କରି ଧ୍ବଂସ କରିବାରୁ କରିଲେ ହତ୍ଯା ତୁମକୁ। *** ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

ନେତାଜୀ ସୁକାନ୍ତ ଖଣ୍ଡା ଭବିଷ୍ଯକୁ ଦେଖି ନେତାଜୀ କାନ୍ଦନ୍ତି କରୁଥିବା ଅପକର୍ମ ଲୋକ ଦେଖାଣିଆ କର୍ମ ହିଁ ଏଠାରେ କାହିଁକି ସର୍ବଦା ଭ୍ରମ ଯେମିତି କରନ୍ତି ଧର୍ମ ପାଣି ପବନ ଓ ମାଟିକୁ ଖାଇକି ଯିବେ ପଛେ ନର୍କ ଧାମ। *** ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

ଜୀବନ ସୁକାନ୍ତ ଖଣ୍ଡା ସଂସାର ହାଟରେ ଏ ଜୀବନ ମୋର ପାଣି ଫୋଟକାଟା ପରି କ୍ଷଣକେ ଫାଟିବା ନିଶ୍ଚିତ ହେଉଛି କେତେ ବା ପାରିବି ଧରି ତଥାପି ଯାଉଛି ଘୂରି ଉପଭୋଗ ପାଇଁ ସଦା ଛଟପଟ ମରିବା ପର୍ଯ୍ଯନ୍ତ ଜାରି। *** ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର


Feed

Library

Write

Notification
Profile