Dr. Shiba Prasad Tripathy
Literary Colonel
AUTHOR OF THE YEAR 2020,2021 - NOMINEE

2459
Posts
207
Followers
3
Following

I'm Dr. Shiba Prasad and I love to read StoryMirror contents.

Share with friends
Earned badges
See all

ଗ୍ରୀଷ୍ମ ଶିବିର ଶିକ୍ଷା ତଥା ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଏକ ମହାକୁମ୍ଭ।

ଗ୍ରୀଷ୍ମ ଶିବିର ଶିକ୍ଷା ତଥା ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଏକ ମହାକୁମ୍ଭ।

ଆସନ୍ତୁ ଆମ ଭିତରେ ସମ୍ପର୍କ ଯୋଡିବା ଦେହ ଓ ମନକୁ ସତେଜ ରଖିବା ।

ସୂର୍ଯ୍ୟଙ୍କ ହସରେ ଫୁଲ ଫୁଟେ ତୁମ ହସରେ ମୋ ମନ ଛୁଟେ।

ଶାରିରୀକ ଓ ମାନସିକ ସ୍ତରରେ ଅବକାଶ ମନକୁ ଶାନ୍ତି ଦିଏ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ମନରେ ଉର୍ଜା ପ୍ରଦାନ କରେ।

ତୁମ ଆଡେ କିଛି ବର୍ଷାର ଛିଟା ଆମ ଆଡେ ତାଳୁଫଟ୍ଟା ଖରା, ଯୁଗଳ ବନ୍ଦିରେ ମହକି ଯାଉଛି ଦେଖ ସବୁଜ ବଳୟର ଧରା।।

ଜଳବାୟୁ ପରିବର୍ତ୍ତନ ର ସ୍ଥିରତା ଆଣିବା ପାଇଁ ଗଛ ଲଗାଇବା ଅବଶ୍ୟମ୍ଭାବୀ ।

ଜଳବାୟୁ ପରିବର୍ତ୍ତନ ର ସ୍ଥିରତା ଆଣିବା ପାଇଁ ଗଛ ଲଗାଇବା ଅବଶ୍ୟମ୍ଭାବୀ ।

ମଣିଷ ସ୍ଥିର ରହେ, ଜ୍ଞାନ ପରିକ୍ରମା କରେ।


Feed

Library

Write

Notification
Profile