PRIYANKA PRIYADARSINI
Literary Colonel
46
Posts
4
Followers
2
Following

None

Share with friends
Earned badges
See all

ମହୁ ଠାରୁ ଅଧିକ ମିଠା ଓ ବଂଶୀ ଠାରୁ ଅଧିକ ମଧୁର... ସୁଖରେ ଦୁଃଖରେ ସବୁବେଳେ ବଞ୍ଚିଥିବା ସୁନ୍ଦର ସଂପର୍କଟିଏ, ବନ୍ଧୁତା

‘ କ୍ରୀଡା ’ ମନ ମସ୍ତିଷ୍କ ସହ ଶରୀରକୁ ସୁସ୍ଥ ରଖୁଥିବା କାର୍ଯ୍ୟଟିଏ।

Mother is a Doctor without any MBBS degree.

ମନୋ ଚିନ୍ତନ ପାଇଁ ଆଲିଙ୍ଗନ ହେଉଛି ସର୍ବୋତ୍କୃଷ୍ଟ ମହୋଷୋଧୀ।

ଲୋକଙ୍କୁ ନିଜର କ୍ଷତ ଦେଖାଇ ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା କର ନାହିଁ, କାରଣ ଏହା ତୁମକୁ ଦୁର୍ବଳ କରିବା ସହ କିଛି ଲୋକଙ୍କୁ ଲୁଣ ଫିଙ୍ଗିବା ପାଇଁ ପ୍ରକୃଷ୍ଟ ସ୍ଥାନ ଦେଖାଇ ଦିଏ।

Sometimes we need some empathy from our favourite person, because it heals a lot.

ଆଦିମ କାଳରେ ଲୋକମାନେ ପଶୁ ମାନଙ୍କୁ ଡରୁଥିଲେ, କିନ୍ତୁ ଆଜି ପଶୁମାନେ ଲୋକମାନଙ୍କୁ ଡରୁଛନ୍ତି। ପାର୍ଥକ୍ୟ ଅନୁଭବ କରନ୍ତୁ...

ଟେକ୍ନୋଲୋଜି ମଣିଷ ସମାଜକୁ ଏଭଳି ଏକ ମୋଡ଼କୁ ନେଇ ଆସିଛି, ଯେଉଁଠି ଟେକ୍ନୋଲୋଜି ସାହାଯ୍ୟରେ ମଣିଷ ସୁଖ, ସୁବିଧା ଓ ଆନନ୍ଦ ପାଇ ପାରିବ ସତ, କିନ୍ତୁ ଆନ୍ତରିକ ଶାନ୍ତି ପାଇଁ ଆତ୍ମୀୟ ସ୍ୱଜନ ଓ ପ୍ରିୟର ମଣିଷକୁ ମନେ ପକାଇବ।

Don't hurt others,you can't pay it back


Feed

Library

Write

Notification
Profile