Ajit Kumar Raut
Literary General
AUTHOR OF THE YEAR 2021 - WINNER

1769
Posts
55
Followers
5
Following

None

Share with friends
Earned badges
See all

ସମୟ ଚକ୍ରକୁ ଚିହ୍ନ ! ଅଜିତ କୁମାର ରାଉତ ଗାଁ କଳାବାଡିଆ ନିର୍ବାଚନ ଦେଶେ ଅଭିନୟ ଦିଶେ ନେତାର ଭଳି କି ଭଳି ! ଟଙ୍କା ମଦ ଦେଇ କରନ୍ତି ବାତିଲ ତାଣ୍ଡବ ପରା ଏ କଳି ! ଟଙ୍କା ପାଉଛନ୍ତି ମଦ ପିଉ ଛନ୍ତି ଦେଉଛନ୍ତି ଦେହ ଜାଳି !!

ଜୀବନ Epistle by Ajit Kumar Raut ମନୁଷୀ ଏହୁ ଜୀବନ ଅନ୍ଧାର ତିମିର ସୁନ୍ଦର ଅପାର କର୍ତ୍ତବ୍ୟ ଅମ୍ବାର ରହିଛି ତାହାର ପାଳନ ଟି ପ୍ରତିଦିନ ଦୁଃଖ କଷ୍ଟ ଭରା ଜୀବନ ଆମର ଧର୍ଯ୍ୟ ପରା ପ୍ରୟୋଜନ !! ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ାବାନ୍ତିରେ ରାଜ୍ୟ !!

ସତ୍ୟର ବିଜୟ ଯୁଗେ ଯୁଗେ ! Epistle by ajit Kumar raut ସତ୍ୟର ବିଜୟ ସତ୍ୟ କର୍ମ ଦ୍ବାରା ଆଲୋଚନା ହେଲେ ପ୍ରକାଶିତ ପରା ଦୀପ୍ତିମାନ ହୁଏ କୀର୍ତ୍ତି ରେ ଟି ଭରା ଗୁଞ୍ଜିବ ଧରା, ସତ୍ୟ ନ ଛପିବ ଷଡ଼ଯନ୍ତ୍ର ଦ୍ବାରା ଆବିର୍ଭାବ ହେବ ଆଲୁଅରେ ଭରା ଅଜର ଅମର ଅଲିଭା ଟି ପରା ଗୁଞ୍ଜିବ ସାରା !! ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!

ଉତ୍କଳ ଦିବସ ରାଗ:-କୌଶିକ ପୂଜନୀୟ ପରା ଏ ଉତ୍କଳ ମାଟି ପରୀଚୟ ମୋର ଓଡ଼ିଆ, ମାତୃଭାଷା ତହିଁ ଶିକ୍ଷା ଓଡିଆ ଟି ଆରାଧ୍ୟ ଅଟନ୍ତି କାଳିଆ। ଦେବେଟି ଜ୍ଞାନ, ଉତ୍କଳ ଦିବସ ସୁମନ, ଶ୍ରଦ୍ଧାଞ୍ଜଳି ଆମ ଉତ୍କଳ ପୁରୋଧା ଭକ୍ତିପୂତ ତାଙ୍କ ପୂଜନ !! ଅଜିତ କୁମାର ରାଉତ ଗାଁ କଳାବାଡିଆ ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!

ଆଦର ରାଗ:- କୌଶିକ ଜୀବନର କୀର୍ତ୍ତି ନିଜ ପରିଚୟ ମାତୃଭାଷାରେ ପଢ଼ିବାର ସନ୍ତାନର ଶିକ୍ଷା ଭାଷା ଜନନୀର ଏ କର୍ତ୍ତବ୍ୟ ପିତୃମାତୃର। କରୂନୁ କିମ୍ପା ? ଦୁର୍ଦ୍ଦଶା ଟି ତାହାରି ପାଇଁ ନିଜର ଯୋଗୁଁ ହିଁ ଭାଷା ଶୁନ୍ୟ ଭୂଇଁ ଏହୁ କଥା କହିବା କାହିଁ !! Epistle by Ajit Kumar Raut

Epistle by Ajit Kumar Raut ଶବ୍ଦ ଏ ପ୍ରେମ ଯେ ମହାନ୍ ସମ୍ପର୍କର ଦିଏ ଜ୍ଞାନ ନାହିଁ ପଟାନ୍ତରହେ ଐଶ୍ୱର୍ଯ୍ୟ ଭଣ୍ଡାର ପରାକାଷ୍ଠା ବନ୍ଧୁତ୍ବର ନିବିଡ଼ତା ଆପଣାର ଗଢି ତୋଳିବାର ଯେ କର୍ତ୍ତବ୍ୟ ଆମର ଉନ୍ନତି ହୋଇବ ରାଷ୍ଟ୍ରର, କଳ୍ପନା ରାଷ୍ଟ୍ରର, ରାମରାଜ୍ୟ ସ୍ମୃତିର !! ସଭାପତି ଉତ୍କଳ ସମ୍ମିଳନୀ ଷଢେଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଲକ ଶାଖ ଝାଡ଼ଖଣ୍ଡ ରାଜ୍ୟ !!

Feed

Library

Write

Notification
Profile