Jyotirmoyee Mohanty
Literary Brigadier
149
Posts
43
Followers
2
Following

ମୁଁ ଏମିତି କୌଣସି ବିଶିଷ୍ଟ ଲେଖକ, ଲେଖିକାଗଣ ମଧ୍ୟରୁ ଜଣେ ନୁହେଁ। ସାହିତ୍ୟ ପ୍ରତି ଯଦିଚ ଥାଏ ମୋର ଢେର ଦୂର୍ବଳତା। ସେହି ଦୃଷ୍ଟିରୁ ଯଦି କେବେ ସମୟ ପାଏ ତ ଦୁଇ ଚାରି ଧାଡି ଲେଖି ମୋ ନିଜ ମନକୁ ଆଶ୍ବାସନା ଦିଏ। ବାସ୍।

Share with friends
Earned badges
See all

କେତେ ଜଣଙ୍କର ମୁଣ୍ଡ ପିଟି ଖାଉ ହେ କଂଟ୍ରାକଟର ଭାଇ ସମୟ ଆସିଲେ ବଳେ ବିଝିଯିବୁ ଦୁଃଖୀ ରଙ୍କିଙ୍କ ଠୁ ନେଇ l

ଦେଶ ଦେଶ ବୋଲି ଦେଶକୁ ଖାଉଛ, ଏ'କି ତୁମ ପରିଚୟ ମୁଖାତଳେ ତୁମ କଳଙ୍କିତ ମୁହଁ ହୋଇ ଗୋଟେ ଭାରତୀୟ l

ସମାଲୋଚନାରେ କେବେ ନହୁଅ ମର୍ମାହତ, ନିଜକୁ ପରିମାର୍ଜିତ କରି ଆଗକୁ ବଢିବାର ଏହା ଏକ ପ୍ରଶସ୍ଥ ପଥ l

ସବୁତ ଦେଇଛ ପ୍ରଭୁ ପୂର୍ଣ୍ଣ କରିଛ ମୋ ଜୀବନ କଳସ ଆଉ ଏକ ମାତ୍ର ଆଶା ତୁମକୁ ହିଁ ଧ୍ୟାଇ ବିତିଯାଉ ଯେତକ ଆୟୁଷ l

ସମ୍ପୂର୍ଣ୍ଣ ରୂପେ ସମର୍ପିତା ମୁଁ ତୁମ ପୟରେ, ମା'ର କି ତା'ର ପ୍ରଭୁ ସବୁ ତୁମ ହାତରେ l

ସେ ଖୁସି ସେ ସମ୍ପର୍ଣ୍ଣା ଯିଏ ଦିନ ରାତି ସଂଘର୍ଷ କରି ସମୟ ଅତିବାହିତ କରେ, ସେ ଦୁଃଖୀ, ସେ ନିନ୍ଦୁକ ଭାଗ୍ୟର ଦ୍ୱାହି ଦେଇ ଯିଏ ଘର କୋଣେ ପଡି, ଶୋଇ ଶୋଇ ସମୟ ବିତାଏ.. l

ବରଷକେ ଥରେ ଆସିଛି ଯାତ ତୋ, ବ୍ୟାକୁଳିତ ମନ ଆଖି ଛନ ଛନ ପାରୁନାହିଁ ଯାଇ ତୋ ବଡ଼ ଦାଣ୍ଡକୁ ପାରୁନାହିଁ ଦେଖି ମୋ ଚକା ନୟନ ଦୁଃଖେ ଯାଏ ବିତି ଦିନ ଲୋ ସଙ୍ଗାତ...

ଲୋକ ତ କହିବେ ଅନେକ ଛାଡ଼ନା ଦୁନିଆ ଲୋକଙ୍କ କଥା ନିଜ କର୍ମ ପଥରେ ଅଗ୍ରସର ହୁଅ ଦେଖିବ ନୂଆଁ ଦୁନିଆ ଗୋଟେ ତୁମ ସ୍ୱାଗତପାଇଁ ପ୍ରତୀକ୍ଷାରତ ଥିବ l

ଏମିତି କିଛି କାର୍ଯ୍ୟ କର ଦୁନିଆ ଯାହା ପାଇଁ ପାଗଳ ସେ ତୁମ ପାଇଁ ପାଗଳ ହେଇ ଯିବ l


Feed

Library

Write

Notification
Profile