Jayashree Maharana
Literary Colonel
AUTHOR OF THE YEAR 2020,2021 - NOMINEE

816
Posts
219
Followers
36
Following

None

Share with friends
Earned badges
See all

ଜନମ ମୃତ୍ୟୁର ମଝିରେ ଜୀବନ କର୍ମପଥେ ଅଗ୍ରସର ସତ୍ୟ,ନ୍ୟାୟ,ଧର୍ମ ବଜାୟ ରଖିବା ଚଲାପଥେ ନିରନ୍ତର ।

ମଣିଷ ଜନମ ଶ୍ରେଷ୍ଠ ସଂସାରରେ ଦୟା ,କ୍ଷମା,ପ୍ରେମ କରି ଆୟତ୍ତ ଜୀବନ ସାର୍ଥକ କରିବା ସଂସାରେ ଲୋଭ,ମୋହ ସ୍ୱାର୍ଥ କରି ନିହତ ।

ସେବାଠାରୁ ମହାପୁଣ୍ୟ କିଛି ନାହିଁ ସଂସାରେ ଶ୍ରେଷ୍ଠ ସିଏ ହୃଦେ ସେବା ଭରେ ନିଃସ୍ୱାର୍ଥରେ ।

ମାଆ ପରି ବାପା ସମଭାଗୀ ସ୍ରଷ୍ଟା ସନ୍ତାନର ଚଲାପଥେ ସଦା ସିଏ ସ୍ଥିର ନିର୍ଭୀକ ନୀରବ ଦୁଃଖେ ସୁଖେ ଥାଇ ସାଥେ।

ମାଆ ପରି ବାପା ସମଭାଗୀ ସ୍ରଷ୍ଟା ସନ୍ତାନର ଚଲାପଥେ ସଦା ସିଏ ସ୍ଥିର ନିର୍ଭୀକ ନୀରବ ଦୁଃଖେ ସୁଖେ ଥାଇ ସାଥେ।

ପରିବେଶ କ୍ଷୟ ଭବିଷ୍ୟତ ପାଇଁ ମହା ବିପଦର ଶଙ୍କା ସୁସ୍ଥ ଓ ସୁନ୍ଦର ଜୀବନ ନିମନ୍ତେ କରିବା ତାହାର ରକ୍ଷା ।

ଜୀବନ୍ତ ଈଶ୍ୱରୀ ମୋର ଜନ୍ମଦାତ୍ରୀ ତା ଅମୃତ ଦାନ ମୋର ଜୀବନ ଗୁରୁ,ସହାୟିକା,ପଥ ପ୍ରଦର୍ଶିକା ବାନ୍ଧବୀ ପଦରେ କୋଟି ନମନ ।

ଆମେରେ ଅମୃତ ସନ୍ତାନ ସଭିଏଁ ଶ୍ରେଷ୍ଠଜୀବ ସଂସାରର ଏ ବାଛ ବିଚାର ସମାଜେ ସମସ୍ୟା ଆମ ନ୍ୟୁନ ଭାବନାର ।

ସତ୍ୟର ପଥ କଣ୍ଟକ ପୂର୍ଣ୍ଣ ଧୈର୍ଯ୍ୟରେ ଚାଲୁଥିଲେ ଶେଷରେ ଜୟ ହୁଏ ନିଶ୍ଚୟ ତାହାରି ଶକ୍ତି ବଳେ ।


Feed

Library

Write

Notification
Profile