Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Fantasy

5.0  

Kumarlal Rana

Fantasy

ଅଭୁଲା ଭାଷା ମୋ ଓଡ଼ିଆ ଭାଷା

ଅଭୁଲା ଭାଷା ମୋ ଓଡ଼ିଆ ଭାଷା

1 min
609


ରାଇଜରୁ ଜଣା ବିଜ୍ଞାନ ଭାଷା 

ଗାଆଁରୁ ମିଳିଛି ସୁନ୍ଦର ଖୋସା l

ମୋ ଜାତି ଭାଇର  ବିଶ୍ୱାସଆଶା l

ଅଭୁଲା ଭାଷା ମୋ ଓଡ଼ିଆ ଭାଷା l

 

ଓଡିଶା ମାଟିରୁ କରିଛୁ ଲୀଳା l

ମାଟି  ପାଣି ଆମ  ହୁଏ   ଅଭୁଲା l

  ମୋ ମାଟି ଅଟଇ  ରାଜ୍ୟ ଓଡିଶା 

ଅଭୁଲା ଭାଷା ମୋ ଓଡ଼ିଆ ଭାଷା l

ଓଡ଼ିଆ ସଂଗୀତ ଲାଗଇ  ଭଲ l

ସୁର ଗୀତତାଳ କରଇ  ଠୁଳ l

ଚମ୍ପୁ ଗୀତେ ମନ   ଆମର ମିଶା l

ଅଭୁଲା ଭାଷା ମୋ ଓଡ଼ିଆ ଭାଷା l



Rate this content
Log in

Similar oriya poem from Fantasy