Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Classics Inspirational

3  

Akankshyamayee Dash

Classics Inspirational

ଅଗଷ୍ଟ ପନ୍ଦର _

ଅଗଷ୍ଟ ପନ୍ଦର _

1 min
255



 ଭାରତ ମାତା ର ବୀର ସନ୍ତାନ ,

ଦେଇ ଗଲେ ଭେଟି ସ୍ଵାଧୀନତା ଦିନ ....

ତଥାବି ଆମେ ସ୍ୱାଧୀନ ।

 ଆସ ସର୍ବେ ଆଜି ହୋଇବା ଏକତ୍ର ,

ତ୍ରିରଙ୍ଗା କୁ ହାତେ ଧରି ।

 ଜାତି ,ଧର୍ମ ,ବର୍ଣ୍ଣ ଭେଦ ଭାବ ଶୂନ୍ୟ ସଭିଏ ସମାନ ଏଠି 

 ଛଳନା ରଙ୍ଗରୁ ଓହରି ତ୍ରିରଙ୍ଗା ଗାଏ ଜୟଗାନ ର ଗୀତି 

 ସ୍ବାଧିନ ଭାରତ ର ସନ୍ତାନ ଆମେରେ ଏହ। ଆମ ଜନ୍ମ ଭୁଇ 

 ହିନ୍ଦୁ ,ମୁସଲମାନ ,ଶିଖ ସଭିଏ ସମାନ ଏଠି ... ସହିଦ୍ ମାନେ ପାଇଥିଲେ ବିପଦ 

 ସ୍ୱାଧୀନତା ପାଇଁ ଆଗକୁ ବଢାଇଲେ ପାଦ ,ନିଷ୍ଟ ର ବିଦେଶୀ କଲେ ଅତ୍ୟାଚାର 

ପାଟି ଖୋଲୁ ଥିଲେ ପିଠିର ପ।ହ।ର...

ଆମ ଭାରତ ମାଟିଏ , ତା ଠାରୁ ବଳିକେ ନାହିଁ 

କଳା ସଂସ୍କୃତି ର ଅପୂର୍ବ ସମ୍ଭାର ପୁରୀ ରହି ଅଛି ତହି .


Rate this content
Log in

Similar oriya poem from Classics