Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akankshyamayee Dash

Children Stories Tragedy Action

2.5  

Akankshyamayee Dash

Children Stories Tragedy Action

ବର୍ଷା

ବର୍ଷା

1 min
191


ଚିର ନିରିମଳ ପାଏ କି ଶୋଭା ଆନନ୍ଦ

ବର୍ଷା ଦିନର ପାଣି ପାଗଟା

ଲାଗେ ଭାରି ମନୋହର

ବର୍ଷା ଦିନର ମାଟି ମହକ ସୁନ୍ଦର 

  ଥରେ ବାସ୍ନା ଦେଲେ ଆଉ

ଫେରି ନ ଯାଏ ସେହି ମାଟି ।

   

 ସବୁଜ ସୁନ୍ଦର ନିରିମିଲ ଦୃଶ୍ୟ

    ପ୍ରକୃତି ର ମନଲୋଭା 

   ବର୍ଷା ଦିନର ପାଣି ପାଗଟା

ଲାଗେ ଭାରିବଢିଆ 

   ଶୀତୁଆ ସକାଳ କୁହୁଡି ବନ 

     ପତ୍ର ଉପରେ ପଡ କାକର ବିନ୍ଦୁ

   ସିନ୍ଧୁ ର ନଭ ଗଗନ ର ତାର।


  କିଏ କହି ପାରେ କେଡେ ମନୋହାର 

ବାସ୍ନା ନାହିଁ ତ ଦୁନିଆ ନାହିଁ 

   ସୁଗନ୍ଧ ଫୁଲ ଭାରି ମନଲୋଭା 

    ଶୀତୁଆ ସକାଳ କୁହୁଡି ଭରା 

   ସେହି ମନୋରମ ଦୃଶ୍ୟ 

     ପ୍ରତିଟି ରୂପରୁ କୁହୁଡି ବର୍ଣ୍ଣ 

    ଧଳା ଶୂନ୍ୟ ବେଳ ପୁଣ୍ୟ ।



Rate this content
Log in