Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TapaswiniDash Sarangi

Classics

4  

TapaswiniDash Sarangi

Classics

ବୋଉ

ବୋଉ

1 min
23.3K


ବୋଉ ଶବଦଟି ମମତାରେ ଭରା

        ମିଳେ ତହିଁ ସ୍ଵର୍ଗ ସୁଖ

ତା'କୋଳେ ଶୋଇଲେ ଅପସରି ଯାଏ

       ଅପ୍ରମିତ ଯେତେ ଦୁଃଖ।

କିଏ ବା ଶୁଝିଛି ବୋଉର ତ୍ୟାଗକୁ

       ତ୍ୟାଗର ମୂରତ୍ତି ସିଏ

ମୃତ୍ୟୁର କୋଳରେ ଶୋଇକରି ନିଜେ

      ସନ୍ତାନକୁ ଜନ୍ମ ଦିଏ।

କେମିତି ଲେଖିବି କି ଉପମା ଦେବି

        ଶବ୍ଦକୋଷେ ଶବ୍ଦ ନାହିଁ

ଜୀବନର ଆଦ୍ୟ ତା'ପାଶେ ଆରମ୍ଭ

        ସ୍ନେହର ତୁଳନା ନାହିଁ।



Rate this content
Log in

Similar oriya poem from Classics