Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

S Nayak 😊

Abstract Others

3  

S Nayak 😊

Abstract Others

ଚିଠି

ଚିଠି

1 min
188


ଦୁଈଟି ମନ ର ଅବ୍ୟକ୍ତ ବାର୍ତ୍ତା

ବାସ୍ତବ ଚିତ୍ର ଚିଠି ରେ ବର୍ଣ୍ଣିତ।

ମନର ବ୍ୟଥା ହୃଦର କଥା

ଲିଖିତ ସେହି ବିଶ୍ଵାସୀ ଚିଠି।

ଅକୁହା କଥା ହେଉ ବା ଖୁସିର ବାର୍ତ୍ତା

କେହି ବିଶ୍ବାସେ ଲେଖି ଯାଆନ୍ତି।

ଦୁଇଟି ମନର ପ୍ରେମ ଭାବନାକୁ

ପ୍ରକାଶ କରିବାର ଦୃଢ଼ ମାଧ୍ୟମ।

ମା' ର ପୁତ୍ରକୁ ପୁତ୍ରର ମା' କୁ

ମନର ବେଦନାକୁ ବାସ୍ତବିକ ରୂପ ଦିଏ।

ଚିଠି ଏ କାହିଁ ଦୁରାନ୍ତରୁ ଆସିଥାଏ

ମନରେ ଉଲ୍ଲାସ ଭରି ଥାଏ।

ଅପେକ୍ଷାର ଅନ୍ତକୁ ନିଖୁଣେ ଲିଭାଏ।

ଆଧୁନିକ ଯୁଗେ ନାହିଁ ତ ବ୍ୟବହାର

ବିଶେଷ କମ୍ ହୋଇ ଆସିଲାଣି।

ଯାନ୍ତ୍ରିକ ଡାକେ ଏତେ ମନ ଉଲ୍ଲାସ କାହିଁ

ଥିଲା ଯୁଗ ଚିଠି ପତ୍ରର ବ୍ୟବହାର ପାଇଁ।

ସେ ସମୟ ଅତି ମୂଲ୍ୟ ଦାୟ

ଜେଜେ ପର ଜେଜେଙ୍କ ପାଇଁ।

ଦୁଖଃରେ ବର୍ଣ୍ଣିତ ଖୁସିରେ ବର୍ଣ୍ଣିତ

ବର୍ଣ୍ଣିତ ଥାଏ ଲୁହ ଲହୁ ଲହରୀରେ।

ଖୁସି ବାଣ୍ଟି ଥାଏ ଦୁଖଃ ବାଣ୍ଟି ଥାଏ

ବାଣ୍ଟି ଥାଏ ଶ୍ରଦ୍ଧା ସ୍ନେହ ପ୍ରେମ।

କିଏ ସାଇତି ଥାଏ କିଏ ଚିରି ଫିଙ୍ଗେ

ଏହି ତା ମୂଲ୍ୟର ଦାଉ।


Rate this content
Log in

Similar oriya poem from Abstract