Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Others

3  

SAHADEV PARIDA

Others

ଦୁଃଖ ହାରି ହରି

ଦୁଃଖ ହାରି ହରି

1 min
133


ଯେତେ ଦୁଃଖ ହରି ଦିଅ ମନ ଭରି

ମୋହର ନାହିଁ ନା ଭିତି

ତୁମେ ଦୁଃଖ ହାରି ଦୁଃଖକୁ ହରିଵ

ତୋ ଠାରେ ରଖିଲେ ମତି ।


ସୁଖର ଉଆସ କେବେ ଦେବ ନାହିଁ

କର ଯୋଡ଼ି କରେ ଗୁହାରି

ସୁଖରେ ରହିଲେ ହରି ନାମ ପଦ

ଚିତ୍ତ ରୁ ଯିବ ଅପସରି।


ମାନ ସନମାନ ଦରକାର ନାହିଁ

ହରିନାମ ସାଥେ ଥାଉ

ଅନ୍ତିମ କାଳରେ ତୁମେ ଥିଲେ ସାଥେ

ମରଣ ପଦ ନ ରହୁ।


ଦୁଃଖ ହାରି ହରି ଏତିକି ଗୁହାରି

ସୁଖକୁ ନ ଦେଵ କେବେ

ତୁମ ନାମ ସଦା ମୁଖେ ଗାଉ ଥିବି

ଦୁଃଖ ବାଧା ନ ଲାଗିଦ କେବେ।।



Rate this content
Log in