ଗାନ୍ଧୀ ଓ ଶାସ୍ତ୍ରୀ
ଗାନ୍ଧୀ ଓ ଶାସ୍ତ୍ରୀ
1 min
239
ଅହିଂସା ନୀତିରେ ଶତ୍ରୁ ହାରିପାରେ
ଯିଏ ଦେଲେ ଏହି ମନ୍ତ୍ର
ସେ ଅଟନ୍ତି ପୂଜ୍ୟ ବାପୁଜୀ ଆମର
ରଖ ତାଙ୍କର ମହତ
ଅଳପ ଦିନରେ ଏମିତି କରିବ
ଝୁରିବେ ଅସଂଖ୍ୟ ଜନ
ମୋ ମତରେ ପ୍ରିୟ ଶାସ୍ତ୍ରୀ ବୋଧେ
ନିଶ୍ଚେ ଏହାର ଉଦାହରଣ