Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Meher

Others

3  

Saroj Kumar Meher

Others

ହେ ରଘୁ ନନ୍ଦନ

ହେ ରଘୁ ନନ୍ଦନ

1 min
218


ହେ...ରଘୁ ନନ୍ଦନ.......

ଅଗତିର ଗତି      ଆହେ କ୍ଷିିିତି ପତି

     ଜୟ ପ୍ରଭୂ ଆର୍ତ୍ତ ପ୍ରାଣ

ଭଵ ସିନ୍ଧୁ ପାରି     ହେବାକୁ ମୁରାରୀ 

     କରୁଛି ସତ ଜଣାଣ

ତୁମ୍ଭ ପାଦ ତଳେ ପ୍ରଭୂ କୋଟି କୋଟି ଶରଣ ॥

ଜଳି ଜଳି ଯାଏ     ମୋ ଜୀଵ ସଲିତା

ଜୀଵ ଥିବା ଯାଏ     ଗାଁଉ ଥିବି ଗୀତା

ଏ ଆଶିଷ ମିିଳୁ ପ୍ରଭୂ ଗାଇବି ତୋ ଭଜନ ॥

ଶେଷ ରକ୍ତ ବିନ୍ଦୁ    ଥିିବା ଯାଏ ପ୍ରଭୂ

ତୁମ ନାମ ଗାଇ    ଏ ଜୀବନ ଯାଉ

ଏତିକି ମାତର ହେଉ ଆନେ ନୋହୁ ମନ ॥

ସାରା ଜୀବନ ମୋ   ନାମ ମନେ ଥାଉ

ଯା ଗୁଣ କିର୍ତ୍ତନ୍ୟ     ଦିନ ବିତି ଯାଉ

ସଦା ଜପୁଥିଵି ନାମ କରୁଥିଵି ଧିଆନ ॥


       


Rate this content
Log in