Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Others

3  

Gunanidhi Samal

Others

ଜାଗ ଜନତା ଜାଗ

ଜାଗ ଜନତା ଜାଗ

1 min
172


ୟୁକ୍ରେନ ସାଥିରେ ଋଷ ଲଢିଲା

ୱାର୍ଲଡ଼ ରେ ହେଲା ହାଲା

ସେଇ ଦିନଠାରୁ ଖାଲିଆ ପଡିଛି

ଘରେ ମୋ ପରିବା ଡାଲା,

ପେଟ୍ରୋଲ ବଢ଼ିଲା ଡିଜେଲ ବଢ଼ିଲା

ବଢ଼ିଲା ଖାଇବା ତେଲ

ଗ୍ୟାସ ସାଥିରେ କରେଣ୍ଟବି ଏବେ

କରିଲାଣି କଲବଲ ,

ପେଟରେ ଲାଗୁଛି ନିଆଁ

କେତେନିଅ କର କେନ୍ଦ୍ର,ରାଜ୍ୟ ମୁଖ୍ୟ

ଜଣାଉନ ଏବେ କିଆଁ ।


Rate this content
Log in