Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

3  

Pramila Mohanty

Inspirational

ଜଗନ୍ନାଥ

ଜଗନ୍ନାଥ

1 min
187


ଆହେ ପ୍ରଭୁ ପଦ୍ମମୁଖ

କୁହ ତୁମେ ସତ ସତ

କଲ ନବଦିନ ଯାତ

ଦେଖି ଲ ତୁମେ

ବଡ଼ଦାଣ୍ଡେ କେତେ ଭକତ

କାହିଁ ଗଲେ ସବୁ

ଏ କଥା କୁ କିବା ନଜାଣିଲ

ଅଛନ୍ତି ସର୍ବେ ଗୃହବନ୍ଦୀ

ନୟନରୁ ଅଶ୍ରୁ ଢାଳନ୍ତି

ବିଳାପ କରୁଛନ୍ତି

ଏ କଥାକୁ କାହିଁକି

ନକଲ କର୍ଣ୍ଣପାଦ

ତୁମ୍ଭର ପ୍ରଭୁ କି ନ୍ଯାୟ

ଶୁଣି ଥାନ୍ତ କେତେ ଗୁହାରୀ

ପାପି ତପିକୁ ଦିଅନ୍ତ ତାରି

କିମ୍ପା କରୁଛ ନୀଳାଦ୍ରି ବିଜେ

ଆଜି କରୁଛୁ ମିନତୀ

ଦିଅ ହେ ଆଶିଷ ଭରି

ଏତିକି ମାଗୁଣି ଆମ୍ଭରି ।


Rate this content
Log in

Similar oriya poem from Inspirational