Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Kumar Behera

Others

2  

Narendra Kumar Behera

Others

ଜହ୍ନ ର ଠିକଣା

ଜହ୍ନ ର ଠିକଣା

1 min
127


ଜଳ ସ୍ଥଳ ବନ ଗିରି ଆକାଶ     

      ଖୋଜି ଖୋଜି କରି ହେଲି ହତାଶ

ପାଇଲି ନାହିଁ ଜହ୍ନ ଠିକଣା

      ଭ୍ରମି ଭ୍ରମି ହେଲି ବାଟ ବଣା

କାଖେଇ ମା' ଦେଖାଇଥିଲେ ଜହ୍ନ

       ଭୂଞ୍ଜାନ୍ତି ବୁଲାଇ ଭୁଲାଇ ମନ

ଆଜ୍ଞା ପଢାଇଲେ ପାଠ ଯେ ମୋତେ

       ଚନ୍ଦ୍ର ଉପଗ୍ରହ ସୌରଜଗତେ

ପ୍ରେମୀକା କୁ ଦେଲି ଜହ୍ନ ଠିକଣା

       ତା ପାଇଁ ଜାଗାଟେ କରିବି କିଣା ।।

   


Rate this content
Log in

More oriya poem from Narendra Kumar Behera