Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manju Rath

Others

4  

Manju Rath

Others

ଜଳ କଷ୍ଟ

ଜଳ କଷ୍ଟ

1 min
12


ପ୍ରକୃତି ର ସାଥୀ ତୁମେ 

ତୁମ ବିହୁନେ କେତେ ଯେ କଷ୍ଟ 

ତୁମେ ଅନେକ ନାମେ 

ବିଦ୍ୟମାନ 

ଝରଣା ନାମେ ପର୍ବତ 

ତୁମ ଜନ୍ମ ଦାତ୍ରୀ 

ଯେଉଁଠି କୁ ଯାଅ 

ନଦୀ ନାମେ ଗଙ୍ଗୋତ୍ରୀ 

ଯମୁନା ସରସ୍ଵତୀ


ଚାହିଁ ରହିଥାଏ ସେ 

ସମୁଦ୍ର ତୁମ ବାଟ ଚାହିଁ

ମିଶିବ ସାଥୀଟିଏ ହୋଇ 

ତୁମ ବିନା କେତେ ଯେ 

କଷ୍ଟ ଉପୁଜଇ 


ଗ୍ରୀଷ୍ମ ଯେବେ ଆସେ 

ତୁମ ଅନୁପସ୍ଥିତ 

ସବୁଠାରେ ଦିଶେ 

ଜଳ କଷ୍ଟ କଣ 

ଜୀବ ଥିବା ପ୍ରାଣୀ ର 

ମନ କୁ ପଚାର 

ଟୋପାଏ ଜଳ 

ବଞ୍ଚିବାର ଆଶା ଦେଖାଏ ।।


Rate this content
Log in