Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Classics

3  

Suchitra Parida

Classics

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
367



 ହେ ଅମୃତମୟ କାଳିଆ ଠାକୁର

ପ୍ରାଣର ପ୍ରତିମ ମୋର

ତୋର ପାଦ ପଦ୍ମେ ନିଇତି ଜୁହାର

ତୁମେ ମୋ ହୃଦ ଈଶ୍ଵର ।


ଅଳିକ ଦୁନିଆ ମଧ୍ୟେ ତୁହି ସାର

କକା ଡୋଳା ଚକା ଆଖି

ତୋ ଚକା ବଦନ ଦେଖିଦେଲେମୋର

ମୋ ମନ ଯାଏରେ ଲାଖି ।


ତୋହର ନାମକୁ ତୁଣ୍ଡେରେ ଧରିଲେ

ଭୋକ ଶୋଷ ଯାଏ କାହିଁ

ତୋ ଧଣ୍ଡା ତୁଳସୀ ଗର୍ଭକୁ କ୍ଷେପିଲେ

 ହୁଏ ଅମୃତ ମଣେହୀ ।


ତୁମ୍ଭେ ସୁଧାକର ହେ ଅମୃତମୟ

ତୁମେ ଏ ବିଶ୍ଵର ଶ୍ରୀରି

ତୋହରି କ୍ଷେତ୍ରରେ ମୋ ଜୀବନଯାଉ

ଏ ସ'ସାରୁ ଯିବି ତରି ।



Rate this content
Log in

Similar oriya poem from Classics