Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchitra Parida

Abstract

4  

Suchitra Parida

Abstract

ମୋ ଗାଁ ମୋ ସଂସ୍କୃତି

ମୋ ଗାଁ ମୋ ସଂସ୍କୃତି

1 min
252



ଜନନୀ ଜଠରୁ ଯେ ଦିନ ଜନ୍ମିଲି 

ଯା'ଛାତିରେ ଦେଲି ପାଦ

ସେହି ତ ମୋହର ଅତି ହି ନିଜର 

ତା ନାମରେ ଅଛି ସ୍ବାଦ ।।

ଦିନ ଥିଲା ସେତ ସବୁଜିମା ହୋଇ

ନେଉ ଥିଲା ହୃଦ କିଣି

ତାର ନଦୀ ତଟ,ତୋଟା ମାଳ ସବୁ

ମନ ନେଉଥିଲି ଜିଣି ।।

ପରବ ପର୍ବପର୍ବାଣୀ ସୀମିତ ହେଲାଣି

ରଜ ମହୋତ୍ସବ ରଙ୍ଗ ହୋଲି ଖେଳ

ଫିକା ଫିକା ଆଜି ଲାଗିଲାଣି 

ଆମର ସଂସ୍କୃତି ଶିଥିଳ ହେଲାଣି

ଭାଇଚାରା ଉଭେଇ ଲାଣି 

ଆତ୍ମୀୟତା କମିଗଲାଣି ।।

ତଥାପି ମନ ଝୁରେ ତା ପାଇ

ମୋ ଗାଁ ସରଗ ଭୂମି 

ତା ପାଣି ପବନେ ଗଢା ଏ ଶରୀର

ଅପାସୋର ମୋର ପାଇଁ ।।



Rate this content
Log in

Similar oriya poem from Abstract